ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଘରେ ଘରେ ତ୍ରିରଙ୍ଗା ସମାବେଶ 

ଆଜି ଘରେ ଘରେ ତ୍ରିରଙ୍ଗା ସମାବେଶ 

ବନ୍ଧୁଗାଁ ତା ୧୩/୮/୨୪, ଆଜି ସାରା ଭାରତରେ ଘରେ ଘରେ ତ୍ରିରଙ୍ଗା ପତାକା ରାଲିର ସମାବେଶ ହୋଇଯାଇଛି I ସେଥିରୁ ବାଦ ପଡିନି ବନ୍ଧୁଗାଁ ବ୍ଲକର ଅନେକ ଅଞ୍ଚଳରେ ମଧ୍ୟ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ସହ ସରକାରୀ କାର୍ମଚାରିଙ୍କ ଉପସ୍ଥିତରେ ଘରେ ଘରେ ତ୍ରିରଙ୍ଗା ପତାକାର ଆଜି ଠାରୁ ୧୫ ଅଗଷ୍ଟ ତାରିଖ ପର୍ଯ୍ୟନ୍ତ ସଚେତନ ରାଲି କୋରାଯାଇଚି I ଆଜି ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ଠାରୁ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରି ଓ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି,ଜିପିଈଓ ଶ୍ରୀ ଶ୍ରୀନିବାସ ପଟ୍ଟ ନାୟକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ଵର ଚନ୍ଦ୍ର ମୁଦୁଲି, ବନ୍ଧୁଗାଁ ଥାନା ଷ୍ଟାଫ,ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା, ବନ୍ଧୁଗାଁ ବିଜେଡି ସଭାପତି ବାଲା ନାଗ, ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର,ରାମ ପ୍ରସାଦ ଗେମ୍ବାଲୀ, ବନ୍ଧୁଗାଁ ଅଞ୍ଚଳର ଆଶା କର୍ମୀ, ଅଙ୍ଗନ ୱାଡି କର୍ମୀ,ବ୍ଲକର କିଛି ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକର ସମସ୍ତ ବିଭାଗର ସମସ୍ତ କର୍ମଚାରି ଙ୍କ ସହ ହାତରେ ତ୍ରିରଙ୍ଗା ପତାକା ଧରି ବିଦ୍ୟାଳୟ ପରିସର ଠାରୁ ବାହାରି ବନ୍ଧେ ମାତାରମ, ଭାରତ ମାତା କି ଜୟ,ମହାତ୍ମା ଗାନ୍ଧି କି ଜୟ, ଏହି ପ୍ରକାର ଭାବରେ ଅନେକ ବିଷୟ ରେ ସ୍ଲୋଗାନ ନାରା ଦେଇ ରାସ୍ତାରେ ଚାଲି ଚାଲି ବନ୍ଧୁଗାଁ ପୋଲିସ ଥାନା ପର୍ଯ୍ୟନ୍ତ ପରୀକ୍ରମା କରି ସେଠାରୁ ବ୍ଲକକୁ ଫେରି ଥିଲେ I ସେହିପରି କୁମ୍ଭାରି ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ବାହାରି ଗାଁ ପରିକ୍ରମା କରି ସାପ୍ତାହିକ ବଜାର ଦେଇ ରାଲି ସହ ଅନେକ ପ୍ରକାର ନେତାଙ୍କ ନାଁରେ ସ୍ଲଗାନ ଦେଇ ବିଦ୍ୟାଳୟ କୁ ଫେରିଥିବାର ଦେଖିବାକୁ ମିଳିଛି I ଆଲୋମଣ୍ଡା ଠାରେ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷତ୍ରୀ ଘରେ ଘରେ ତ୍ରିରଙ୍ଗା ପୋତାକା ର ସଚେତନ ରାଲି ହୋଇଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

masiha

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

Leave a Comment

error: Content is protected !!