ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ରଘୁ ସର୍ଦ୍ଦାର ଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଅର୍ପଣ 

ସହିଦ୍ ରଘୁ ସର୍ଦ୍ଦାର ଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଅର୍ପଣ 

କଟକ : କଟକ ସଦର ୪୨ ମୌଜା ବରାଳ ଗ୍ରାମରେ ୧୮୯୨ ମସିହାରେ ରଘୁ ସର୍ଦ୍ଦାର ଜନ୍ମ ଗ୍ରହଣ କରିଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ବାର୍ତ୍ତାରେ ପ୍ରେରିତ ହୋଇ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ବ୍ରିଟିଶ ସାମ୍ରାଜ୍ୟବାଦୀ ଶକ୍ତିର ଶୋଷଣ,ନିର୍ଯାତନା,ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ଦେଶର ସ୍ବାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ଦେଶପାଇଁ ବଳିଦାନକୁ ସ୍ମରଣ କରି ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି,ସମସ୍ତ ସଭ୍ୟ ଓ ରାଧାମୋହନ ଷ୍ଟଡି ସର୍କଲର ଗୁରୁଜୀ, ଛାତ୍ରଛାତ୍ରୀ ମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

Sunil Chandra Nayak

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

masiha

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

Leave a Comment

error: Content is protected !!