ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ଯୁବ ପ୍ରତ୍ରକାର ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଉପଖଣ୍ଡ ଯୁବ ପ୍ରତ୍ରକାର ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ପାଟଣାଗଡ଼। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଯୁବ ପତ୍ରକାର ସଙ୍ଘ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ସ୍ଥାନୀୟ ରାଧା କୃଷ୍ଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଂଘର ଉପସଭାପତି ଗୋରେଖନାଥ ବରିହା ପତାକା ଉତ୍ତୋଳନ କରିଥିଲେ। ପରେ ସଂଘ ସଭାପତି କରୁଣା କର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ସ୍ବାଧୀନତା ଦିବସ ଉପରେ ଶ୍ରୀ ବୁଡେକ ଆଲୋକପାତ କରିଥିଲେ। ଏଥିରେ ସଂଘର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ରେ ପାଟଣାଗଡ ,ବେଲପଡା ଓ ଖପ୍ରାଖୋଲ ବ୍ଳକ ଆଦି ବ୍ଳକ ର ସଂଘ ର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିବା ବେଳେ କୋଷାଧ୍ୟକ୍ଷ ଘନ ଭୋଇ , ମୂଖ୍ୟ ଉପଦେଷ୍ଟା,ଜଗଦିଶ ଭୋଇ , ସେ ମନୋଜ ଧରୁଆ , ଘନ ବରିହା ,ଗୁଣନିଧି ପଟେଲ ଶେଷଦେବ ସିଂ ନାୟକ ,ଦୁର୍ଯ୍ୟୋଧନ ବର୍ଗେ ,ଅଭିମନୁ ବାଗ ,ରଘୁ ରଣା ,ଲଳିତ ମଲ୍ଲିକ ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୬ ପାଳିତ,ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!