ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣୀ ପବ୍ଲିକ ସ୍କୁଲର 78ତମ ସ୍ବାଧିନତା ଦିବସ ପାଳିତ

କଲ୍ୟାଣୀ ପବ୍ଲିକ ସ୍କୁଲର 78ତମ ସ୍ବାଧିନତା ଦିବସ ପାଳିତ

ବ୍ରହ୍ମପୁର,କଲ୍ୟାଣୀ ପବ୍ଲିକ ସ୍କୁଲର 78ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ ସନ୍ଧ୍ୟାରାଣୀ ପଟ୍ଟନାୟକ,ସ୍ଵାଧୀନ ପାତ୍ର, ବନ୍ଦିତା ତ୍ରିପାଠୀ,କଲ୍ୟାଣୀ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ସ୍ୱରୂପା ପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ କିଛି ବକୃତା ଦେଇଥିଲେ। ହିତାରାଣୀ ବେହେରା ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍କୁଲ୍ ର ସମସ୍ତ ଗୁରୁଜୀ ଗୂରୁମା ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

Sunil Chandra Nayak

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

ଭବାନୀପାଟଣା ଠାରେ ମଶା ବାହିତ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

Sunil Chandra Nayak

Leave a Comment

error: Content is protected !!