ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଲେଶ୍ବରି ହାଇସ୍କୁଲ କୁଣ୍ଡାବନ୍ଧ ରେ ୭୪ ତମ ବନ ମହୋତ୍ସବ

ଉତ୍କେଲା୦୬/୦୭,ସମିସ:କୁଣ୍ଡାବନ୍ଧ ପଞ୍ଚାୟତ ଓ ଜ଼ିଲ୍ଲା ବନବିଭାଗ ମିଳିତ ପ୍ରୟାସରେ ଆମ କୁଣ୍ଡlବନ୍ଧ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ରେ ବନ ମହୋତ୍ସବ ପାଳନ କରାଯାଇ ସାମୁହିକ ବୃକ୍ଷ ରୋପଣ କରାଗଲା ଓ ଛାତ୍ରଛାତ୍ରୀ ଙ୍କୁ ପରିବେଶ ସନ୍ତୁଲନରେ ବୃକ୍ଷ ର ଭୂମିକା, ଆବଶ୍ୟକତା ଭଲ ଭାବେ ବୁଝାଇଥିଲେ । ତତସହିତ ବହୁତ ବୃକ୍ଷ ରୋପଣ କରାଗଲା ଆଶା ଏହି ବୃକ୍ଷ କୁଣ୍ଡାବନ୍ଧ ପଂଚାୟତ ଓ ଆଖପାଖ ପରିବେଶ ପାଇଁ ବିଶୁଦ୍ଧ ଅମ୍ଳଜାନ,ଛାଇ,ଫଳ ,ଫୁଲ ନିଶ୍ଚୟ ଦେବ ଯାହା ଆମ ସମସ୍ତ ଙ୍କ ସାମାଜିକ ଜୀବନ ପାଇଁ ଉପଯୋଗ ହୋଇପାରିବ. ବୃକ୍ଷ ଆମସାଥୀ ଓ ସୁରକ୍ଷା କବଚ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ ସରପଞ୍ଚ । କୁଣ୍ଡାବନ୍ଧ ବ୍ୟକ୍ତି ଟିଏ ବୃକ୍ଷ ଟିଏ ବାର୍ତ୍ତା ମଧ୍ୟ ବନବିଭାଗ ର ପ୍ରୟାସ, ଓଡିଶା ସରକାର, ବନବିଭାଗ, ସ୍କୁଲ ଷ୍ଟାପ ଓ ଛାତ୍ର ଛାତ୍ରୀ ଓ ଗ୍ରାମ ବାସି ବୃନ୍ଦ ସମସ୍ତ ସହଯୋଗୀ ଏହି ବନ ମୋ6ହlସ୍ରବ କୁ ସଫଳ କରିଥିବାରୁ  ଶ୍ରୀମତୀ ରୋଜି ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

Sunil Chandra Nayak

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!