ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

ଜୁନାଗଡ଼୧୮/୮(ମ ନି ସ)ଜୁନାଗଡ଼ ସହରସ୍ଥିତ ଗାୟତ୍ରୀ ମନ୍ଦିର ନିକଟ ରେ ଥିବା ଏକବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ବରଣ କରିଛି ।

 ସହରସ୍ଥିତ ଗାୟତ୍ରୀ ମନ୍ଦିର ନିକଟରେ ଥିବା ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଜଣେ ଅଜଣା ବ୍ୟକ୍ତି ର ମୃତ୍ୟୁ ହୋଇଛି l ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ l ଏହି ଘଟଣା ରାତି ୧୦ଟା ସମୟ ରେ ଘଟି ଥିବା ବେଳେ ସକାଳ ୮ଘଣ୍ଟା ସମୟ ରେ ପୋଲିସ, ଦମକଳ ବାହିନୀ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନା କୁ ପଠେଇଥିଲେ l ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତି ର କୌଣସି ପ୍ରକାର ପରିଚୟ ମିଳିପାରିନାହିଁ ।ଏସଂକ୍ରାନ୍ତଟେ ଜୁନାଗଡ଼ ଥାନାରେ ଏକ ଅପମୃତୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

masiha

ଇ-ନାମ ମାଧ୍ୟମରେ ଆମ୍ବ ବିକ୍ରିକରି ଲାଭାନ୍ନୀତ ହେଲେ ଚାଷୀ 

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

Leave a Comment

error: Content is protected !!