ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୦ ମିନିଟ୍ ଧରି ମହୁମାଛି ଙ୍କ ଆତଙ୍କ 

କାମାକ୍ଷାନଗର (ମ ନି ସ )୨୯/୧୨_କଳ୍ପନା ଛକ ନିକଟରେ ମଧ୍ୟାହ୍ନ ସମୟରେ ମହୁମାଛି ଆତଙ୍କ ର ଶିକାର ହେଲେ ଚାରି ଜଣରୁ ଅଧିକ ବ୍ୟକ୍ତି l ଦୀର୍ଘ ତିରିଶି ମିନିଟି ପର୍ଯନ୍ତ ମହୁମାଛି ଙ୍କର ଆତଙ୍କ ଦେଖିବାକୁ ମିଳିଥିଲା ବଜାରରେ l ଏହି ଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଲୋକ ମାନେ ଭୟଭୀତ ହୋଇ ଯାଇଥିଲେ l ଯିବା ଆସିବା ବେଳେ କଲେଜ ଛାତ୍ର ମଧ୍ୟ ବାଦ ପଡ଼ିନାହାନ୍ତି l ଆକ୍ରାନ୍ତ ବ୍ୟକ୍ତି ମାନେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

Sunil Chandra Nayak

ଡି.ଆଇ.ଇ.ଟି ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

Leave a Comment

error: Content is protected !!