ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭୂବନ କପ୍ ର ଅନ୍ତିମ ଲିଗ୍ ମ୍ୟାଚ ଅନୁଷ୍ଟିତ

କାମାକ୍ଷାନଗର (ମ ନି ସ) ୨୯/୧୨_ଭୁବନ କପ୍ ର ଗତ କାଲି ଥିଲା ଅନ୍ତିମ ଲିଗ୍ ମ୍ୟାଚ୍ । ଯେଉଁଥିରେ କି ସ୍ଥାନୀୟ ଭୁବନ କ୍ରିକେଟ୍ କ୍ଲବ୍ ଭାଇଜାକ କ୍ରିକେଟ କ୍ଲବ୍ ( ବିଶାଖାପାଟଣା ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍ ରେ ନିର୍ଦ୍ଧାରିତ ୨୭ ଓଭର୍ ରେ ଭାଇଜାକ୍ ତାର ୭ ଗୋଟି ୱିକେଟ୍ ହରାଇ ୨୨୯ ରନ୍ କରିଥିଲା ।

ପ୍ରତି ବଦଳରେ ଭୁବନ କ୍ରିକେଟ୍ କ୍ଲବ୍ ନିଜର ୬ ଗୋଟି ୱିକେଟ୍ ହରାଇ ଗୋଟିଏ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା । ବିଜୟୀ ଦଳର ମୋହନ ସାହୁଙ୍କୁ ତାଙ୍କ ଉନ୍ନତ ଖେଳ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

masiha

ନବରଙ୍ଗପୁର ର ସୁନା ଝିଅ ମିନା ସାନ୍ତା ଭାରତର ଗର୍ବ

masiha

Leave a Comment

error: Content is protected !!