ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

କାମାକ୍ଷାନଗର (ମ ନି ସ)29/12// ଟ୍ରକ-କାର ଧକା,ତିନି ଜଣ ହେଲେ ଆହତ। ଆହତ ମାନେ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ମନୋଜ ସେଠ ,ଦିପୁ ସେଠ ଓ ସତ୍ୟଜିତ ସେଠ। ସୁଚନା ମତାବକ ଏମାନେ ତିନିଜଣ ଏକ ଫରଚ୍ୟୁନର କାର ଯୋଗେ ଅପରାହ୍ନରେ ଗଡପଳାଶୁଣିରୁ କୌଣସି ଏକ କାମପାଇଁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ କାମାକ୍ଷାନଗର NH ୫୩ ବାଇପାସ ଜିରିଡାମାଳି ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ ଫରଚ୍ୟୁନର କରର ପଛପଟୁ ଧକାଦେଇଥିଲା। ଫଳରେ କାରରେ ଥିବା ତିନିଜଣ ଯାକ ଆହାତ ହୋଇଥିଲେ। ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତମାନ ସ୍ଥିର ଅଛି। ଖବରପାଇ କାମାକ୍ଷାନଗର ପୋଲସି ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖି ତଦନ୍ତ ଚଳାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ବାଷିକ ମହୋସବ ପାଳିତ

Sunil Chandra Nayak

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

masiha

Leave a Comment

error: Content is protected !!