ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ଲି ଗ୍ରାମରେ ୧୩୧ତମ ଆମ୍ବେଦକର ଜନ୍ମ ଜୟନ୍ତୀପାଳନ

ଗୋଳାମୁଣ୍ଡା/ମସିହା/ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୧ତମ ଜନ୍ମ ଜୟନ୍ତୀ କାର୍ଲି ଗ୍ରାମର ବଜାର ପଡିଆ ଠାରେ ପାଳନ କରାଯାଇଥିଲା,ଏହି ଅବସରେ କେଗାଁ ଯୋନ, ଦଶପୁର ଯୋନ, ଓ ଗୋଳାମୁଣ୍ଡା ଯୋନ ର କର୍ମକର୍ତା, ମହିଳା ମଣ୍ଡଳ, ଅନ୍ୟାନ୍ୟ ସମାଜ ସେବୀ, ଶିକ୍ଷକ, ଅବସର ଗ୍ରହଣ କରି ଥିବା ଶିକ୍ଷକ, ବ୍ୟାଙ୍କ ପରିଚାଳକ,ଏବଂ ଅନ୍ୟାନ୍ୟ ସମସ୍ତ ଆମ୍ବେଦକର ପ୍ରେମୀ, ହଜାର ହଜାର ସଂଖ୍ୟା ଭାବେ ଯୋଗ ଦେଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଥିଲେ, ଆଜିକାର ସଭାର କିମ୍ବା ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦ ସଭାପତି ରାମକୁମାର ସେନାପତି, ମୁଖ୍ୟ ଅତିଥି ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁମହାନନ୍ଦ, ବୋରଗୁଡା ରାଜସ୍ୱ ନିରୀକ୍ଷକ ତାପସ ରଂଜନ ମଙ୍ଗରାଜ,ଓବିସି, ଏସଟି, ଏସି ଯୁବ ସଭାପତି, ରବୀନ୍ଦ୍ର କୁମାର ସାହୁ, ମୁଖ୍ୟ ବକ୍ତା ସାମନ୍ତ ଦୁର୍ଗା, ଦଶପୁର ଯୋନ ସଭାପତି ଭୁବନେଶ୍ୱର ନିଆଲ, ଭାଗ୍ୟବାନ ବାଗ, କ୍ଷେତ୍ରମୋହନ ଛତ୍ରୀଆ,ସୁଦର୍ଶନ ବେଶ୍ରା, ଅବସର ବ୍ୟାଙ୍କ ପରିଚାଳକ କୁମ୍ଭ ସୁତ ତାଣ୍ଡି,ଅବସର ଶିକ୍ଷକ ମକରନ୍ଦ ଦୀପ, ବନବାସ ସୁନାନୀ,ଭିମା ବାଗ, ମେଘରାଜ ଦୁର୍ଗା, ମହେନ୍ଦ୍ର ଦୁର୍ଗା,ମହିଳା ମଣ୍ଡଳ ମଧ୍ୟରୁ ଚମ୍ପା ହରପାଳ, ସେବତୀ ନାଇକ, ଅହଲ୍ୟା ବେଶ୍ରା, ନମ୍ରତା ସିପକା,ଘୋଟିଆ ମହିଳା କମଳା ଯାଲ, ସୁରୁବାଲି ଯାଲ,ରଙ୍ଗେସାପଲି ପଞ୍ଚାୟତର ୱାର୍ଡ ମେବର, ଲକ୍ଷ୍ମୀ ବାଗ, ଗଣେଶ ଦୀପ, ଶ୍ୟାମ ବିହାରୀ, ରେଖା ମଙ୍ଗରାଜ, ସାମ୍ବାଦି ପକ୍ଷରୁ ପୁରୁଷୋତ୍ତମ ବେଶ୍ରା, ବିଶ୍ୱଜିତ ସେନାପତି, ସୁରେନ୍ଦ୍ର କୁମାର ଯାଲ,ପୂର୍ଣ୍ଣ ସେନାପତି, ଭୁବନେଶ୍ୱର ସୁନାନୀ, ଅଭିମନ୍ୟୁ ସୁନାନୀ, ଅମର ନିଆଲ, ବେଣୁଧର ତାଣ୍ଡି, କପୁରଚନ ସେଠିଆ, କୃଷ୍ଣ ଚନ୍ଦ୍ର ମହାନନ୍ଦ, ହରିଶଙ୍କର ନିଆଲ,ପ୍ରମୁଖ ଉପସ୍ଥିତ ରହି ଜୟନ୍ତୀ ପାଳନ କରାଯାଇଥିଲା,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ମିଛ ଦୁନିଆ ରେ ସେ ଏକା ସତ

Sunil Chandra Nayak

ସାଗର ସାହିତ୍ୟ ସଂସଦ ର ଅମୃତ ମହୋତ୍ସବ ଏବଂ ରକ୍ଷାବନ୍ଧନ କବିତା ଆସର

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ସ୍ୱର୍ଗରୁ ସ୍ୱାମୀର ଚିଠି

Leave a Comment

error: Content is protected !!