ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

ଉମରକୋଟ: (୨୩|୮)(ରବି ନାରାୟଣ ମହାନ୍ତି)୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି କୌଣସି ସରକାରୀ ସହାୟତା, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ବେନରା ପଂଚାୟତ ର ନୂଆଗୁଡା ଗ୍ରାମର ଭକ ହରିଜନ ଙ୍କ ଦେହ ଅସୁସ୍ଥତା କାରଣରୁ ବର୍ଷେ ହେଲା ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବୁଦନ୍ତି ହରିଜନ ଯାହାଙ୍କ ବୟସ ୭୨ ବର୍ଷ ତାଙ୍କର ଆଧାର କାର୍ଡ ନ ଥିବାରୁ ତାଙ୍କୁ ଆଜିଯାଏ ପେନସନ ଏବଂ ସରକାରୀ ଚାଉଳ ଟିଏ ମିଳିପାରିଲା ନାହିଁ, ଦୁଃଖର ବିଷୟ ବୁଦନ୍ତି ହରିଜନ ଏହି ବୟସରେ ଲୋକଙ୍କ ଘରେ କୁଲି କାମ କରନ୍ତି, ବର୍ତ୍ତମାନ ତିନିମାସ ହେଲା ବୁଦନ୍ତି ଆଧାର କାର୍ଡ ଖଣ୍ଡେ କରିଥିବା ବେଳେ ସରପଞ୍ଚ ଙ୍କୁ ମଧ୍ୟ ବାରମ୍ବାର ପେନସନ ଏବଂ ଚାଉଳ ପାଇଁ ଗୁହାରି କରିଥିଲେ l କିନ୍ତୁ ସରପଞ୍ଚ ତାଙ୍କ ଦୁଃଖ ବୁଝିଲେ ନାହିଁ ଯଥାଶୀଘ୍ର ବୁଦନ୍ତି ହରିଜନ ଙ୍କୁ ପେନସନ ଏବଂ ଚାଉଳ ଯୋଗେଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅନୁଷ୍ଠିତ ହେଲା ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

masiha

ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ : ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ : ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ

Sunil Chandra Nayak

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!