ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

ବନ୍ଧୁଗାଁ ତା/୨୫/୦୮/୨୪,ଲଷ୍ମୀପୁର କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀର ଅନ୍ଯାୟ, ଅତ୍ୟାଚାର ବିରୋଧରେ ଅବଗତ କରେଇବା ପାଇଁ କଡିଙ୍ଗାମାଳୀ ସୁରକ୍ଷା ମଞ୍ଚ ସଙ୍ଗଠନ ଲଷ୍ମୀପୁର,କାଶୀପୁର ଏବଂ ଲଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ ଦ୍ୱାରା ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଭେଟି ଆଜି ଏକ ଦାବି ପତ୍ର ଦିଆ ଯାଇଥିଲା I ଦାବି ପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀପୁର ବିଧାୟକ ଙ୍କ ସମେତ ସୁରକ୍ଷା ମଞ୍ଚ ସଙ୍ଗଠନର ପ୍ରଦୀପ ବାଘ,ପୁରୁଷତ୍ତମ ବାଘ,ଅଭିଜିତ ବାଘ,ସମ୍ବରୁ ହିକକା,ନାଥ ମିନ୍ୟାକା,ଦିଲୀପ ମାଣ୍ଡିଙ୍ଗା,କୁମ୍ବନାଥ ହିକକା,ମହାନ୍ତି ହିକକା,ଆରତ କଲେକା,ମାନସ ହିକକା,ରାଜି ହିକକା,ବିନ ହିକକା,ସୁବାଷ ମଣ୍ଡିଙ୍ଗା,ବସନ୍ତ ହିକକା,ବନମାଳୀ କଲେକା,ଶଶୀ ହିକକା ଓ ଭୀମ ହିକକା ପ୍ରଭୁତି ଉପସ୍ଥିତ ଥିଲେ ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ୫-ଟି ବିଦ୍ୟାଳୟ କାର୍ଯ୍ୟ ଅନୁଧ୍ୟାନ

Sunil Chandra Nayak

ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜେ କେ କାଗଜ କଳ , ରାୟଗଡା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ସିଏସଆର ଆୱାର୍ଡ ରେ ସମ୍ମାନିତ

masiha

Leave a Comment

error: Content is protected !!