ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ ତମ ବର୍ଷରେ ପଦାର୍ପଣ ଉପଲକ୍ଷେ ସାହିତ୍ୟ ଓ ପରିବେଶ ର ବିକାଶ ପ୍ରତି ଗୁରୁତ୍ଵ ଦେବ ନିଶିଗନ୍ଧା ପରିବାର

ବ୍ୟୁରୋ ନିଉଜ //  ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ନାରୀ ସଶକ୍ତିକରଣ,ନିଶିଗନ୍ଧା ଖବର ,ଖୋର୍ଦ୍ଧା, ଭୁବନେଶ୍ୱର ନିଶିଗନ୍ଧା ପରିବାର କୁ ଜୁନ ୧ ଆଠ ବର୍ଷରେ ପଦାର୍ପଣ କରିବ l ଏହି ଜନ୍ମଦିନ ଅବସରରେ ସବୁ ବର୍ଷ ପରି ଗୋଟିଏ ଗଛ କୋଟିଏ ଜୀବନ ଓ ଜଗା ପାଇଁ ଗଛ ଟିଏ ପରିବେଶ ସୁରକ୍ଷା ଅଭିଯାନକୁ ସମସ୍ତ ଜିଲ୍ଲାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଅଯୋଜନ କରିଥିଲା , ତା ସହିତ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଉପାାନ୍ତ ଅଂଚଲରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଶୁଦ୍ଧ ଓଡ଼ିଆ ଭାଷା ଉପରେ ଆଲୋଚନା ,ବାର ମାସରେ ୧୨ଟି ସାହିତ୍ୟ ଆସର ସମସ୍ତ ଜିଲ୍ଲା ରେ ରାଜ୍ୟ ରେ , କବିତା, ଗଳ୍ପ ପ୍ରବନ୍ଧ,ଆସର ଆଲୋଚନା କରି ଆସୁ ଅଛି, ବିଭିନ୍ନ ପ୍ରକାର ମହାମହିମ ରାଷ୍ଟ୍ରପତିଙ୍କ, ପ୍ରଧାନମନ୍ତ୍ରୀଙ୍କ, ମୁଖ୍ୟ ମନ୍ତ୍ରୀଙ୍କ,ପୁସ୍ତକ ଉନ୍ମୋଚନ କରଯାଇଛି, ବର୍ଷ କୁ ତିନିଟି ସାହିତ୍ୟ ପତ୍ରିକା ଉନ୍ମୋଚନ , ୱେବସାଇଟ ମାଧ୍ୟମରେ ସମସ୍ତ କବି ମାନଙ୍କ କବିତା, ଗଳ୍ପ ପ୍ରବନ୍ଧ ପ୍ରକାଶ ପାଇଛି, ଅଙ୍ଗଦାନ, ରକ୍ତଦାନ ଶିବିର, ରୋଡ ସୁରକ୍ଷା ସହ ସଚେତନତା, ମହିଳା ମାନଙ୍କ ମହିଳା ଦିବସ ପାଳନ, ଓଡ଼ିଆ ନବ ବର୍ଷ ପାଳନ, ଗାନ୍ଧୀ ଜୟନ୍ତି ପାଳନ, ରଜ ପର୍ବ ପାଳନ, ରାଜ୍ୟସ୍ତରୀୟ କରି ସାରା ଓଡ଼ିଶାରେ ଉତ୍ସାହ ପରିଲକ୍ଷିତ ହେଉଛି ସାହିତ୍ୟ ପ୍ରେମୀ ମାନଙ୍କ ମଧରେ ,ଏ ବର୍ଷ ଓଡ଼ିଶା ସରକାରଙ୍କ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମିନୋନୀତ କରାଯାଇଛି, ଏହି ପୁରସ୍କାର ପାଇବା ପରେ ବିଭିନ୍ନ ରାଜ ନେତା, ସାମ୍ୱାଦିକ, କବି, ସମାଜ ସେବୀ, ଗ୍ରାମ ବାସୀ, ଗ୍ରାମ ପଞ୍ଚାୟତ ପରିବାର ସମସ୍ତ ସଦସ୍ୟ ମାନଙ୍କ ମହଲ ରୁ ଅନୁଷ୍ଠାନ କୁ ପ୍ରସଂଶା ମିଳିଛି ତେଣୁ ଏହାର ସମସ୍ତ ଶ୍ରେୟ ନିଶିଗନ୍ଧା ପରିବାରର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ /ସଦସ୍ୟା ଏବଂ ପରିବେଶ ପ୍ରେମୀ ମାନଙ୍କୁ ପ୍ରଦାନ କରିଯାଉଛି l ତା ସହିତ ବଳରାମ ତରାଇ ଘୋଷଣା କରିଛନ୍ତି ଏହାର ସମସ୍ତ ଅନୁଦାନ କୁ ଏ ବର୍ଷ ଗୋଟିଏ ଗଛ କୋଟିଏ ଜୀବନ ଜାଗା ପାଇଁ ଗଛ ଟିଏ ଅଭିଜାନ ରେ ସାମିଲି କରାଯିବା ସହିତ ବ୍ୟାପକ ବୃକ୍ଷ ରୋପଣ କରାଯିବ ,ନିଶିଗନ୍ଧା ଜନ୍ମ ଦିବସ ରେ ସମସ୍ତ ଅତିଥି ମାନଙ୍କ କର କମଳରେ ଉନ୍ମୋଚିତ କରାଯିବ,ସମସ୍ତ ଙ୍କୁ ଏକ ଗଛ ପ୍ରଦାନ କରାଯିବ,ପରିବାରକୁ ଏକ ନବକଳେବର କରାଯିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଛି l ନିଶିଗନ୍ଧାର ଏହି ଶୁଭ ଜନ୍ମ ଦିନ ୧୪-୬ _୨୩ ମାସ ସାର ପରିବେଶ ସୁରକ୍ଷା ସହ, ବୃକ୍ଷ ରୋପଣ କରାଯିବ , ସମସ୍ତ ପ୍ରକାରର କବି ସମାଜ ସେବୀ ମାନଙ୍କୁ ବିଶ୍ଵ ଦରବାରରେ ବଣ ମଲ୍ଲିମାନଙ୍କୁ ଲୋକ ଲୋଚନକୁ ଆଣିବାର ।

ମସିହା ନିଉଜ ସର୍ଭିସ୍ 

Related posts

ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟାମିକ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!