ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଓ ସଦସ୍ଯତା କର୍ମଶାଳା 

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଓ ସଦସ୍ଯତା କର୍ମଶାଳା 

କଟକ : ଭାରତୀୟ ଜନତା ପାର୍ଟିର ମହାପର୍ବ ଏହି ଉତ୍ସବରେ ୪୨ ମୌଜା ମଣ୍ଡଳରେ ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡାଙ୍କ ନେତୃତ୍ବରେ ପ୍ରଥମେ ମୋଦିଜୀଙ୍କ ମନ୍ କି ବାତ୍ ଓ ସଦସ୍ଯତା ଅଭିଯାନର କର୍ମଶାଳା ସଭା ଅନୁଷ୍ଠିତ ହୋଇ ବୁଥ ସ୍ତରରୁ ବିଜେପିର ନୁତନ ସଦସ୍ଯ କିପରି ହେବେ ତାର ପ୍ରଶିକ୍ଷଣ ସଭା ଆୟୋଜନ କରାଯାଇ ଥିଲା । ମୁଖ୍ଯ ଅତିଥି କଟକ ସଦର ଯୁବ ବିଧାୟକ ଶ୍ରୀଯୁକ୍ତ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଓ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯା କଵୀ ପ୍ରତିଭା ଶତପଥୀ,ମଣ୍ଡଳର କୋରକମିଟି ସଭାପତି ବରିଷ୍ଠ ସମାଜସେବୀ ଇଂ.ଅଶୋକ ବିଶ୍ୱାଳ,ସଂଯୋଜକ ଅଭିରାମ ଦଳାଇ,ଅଶୋକ ରାଉତରାୟ,ସାଧାରଣ ସମ୍ପାଦକ ଶୁଭନ୍ୟାଶ ମହାନ୍ତି,ସୁବାଷ ଗୋଛାୟତ,ବିପିନ ବିହାରୀ ପଣ୍ଡା, ଶଙ୍କର ନନ୍ଦ,ଦେବୀ ପ୍ରସାଦ ପତି, ସୁଧାଂଶୁ ଦାସ,ପ୍ରସନ୍ନ ନାୟକ, ପ୍ରବେଶ ରାଉତ,ସଦାଶିବ ବିଶ୍ବାଳ,ନିରଞ୍ଜନ ସେନାପତି,ପ୍ରିୟରଞ୍ଜନ ଖଟୁଆ, ରତ୍ନାକର ଭୋଇ,ପ୍ରଫୁଲ୍ଲ ଭାଇ, ନବୀନ ଭାଇ,ହିରା ଭାଇ, ଶନ୍ତୋସ ଶାହାଣୀ,ତାପସ ଆଚାର୍ଯ୍ଯ, ଆନନ୍ଦ ଦେବତା,ଦେବରାଜ ପଣ୍ଡା,ଶରତ ଭୋଇ,ଲିଙ୍ଗରାଜ ନାୟକ,ବାଇନ ଭାଇ,ସମ୍ଭୁ ବୈଠାଳୁ,ନିରାକାର ଭାଇ,ସମିର ଦଳାଇ, ଅମର ଦାଶ,ଅର୍ଜୁନ ଦାଶ,ଜୟଦେବ ସାହୁ,ଗାନ୍ଧୀଗୁରୁ ଦାସ,ମକିମ ଅଲ୍ଲି ଓ ମହିଳା ମୋର୍ଚାର ସଭାନେତ୍ରୀ ସୁମିତା ଦେବତା,ସବିତା ଦାଶ,ଚିତ୍ତୋରମା ଗୋଛାୟତ, ପ୍ରିୟତମା ମହାନ୍ତି,ଶୁଭଶ୍ରୀ ଶାମଲ ଓ ଅନେକ ଆଗ ଧାଡିର ପ୍ରମୁଖ କର୍ମୀ ଯୋଗଦେଇ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ତେଲ ତାତିରେ ଲୋକ ତଳି ତଳାନ୍ତ ଲୋକଙ୍କ ଉପରେ ବୋଝ, ଲାଭ ଖାଇବେ ସରକାର: ବିଜେଡି

ବିଜେଡି ସାମାଜିକ ଗଣମଧ୍ୟମ ପ୍ରସିକ୍ଷଣ ଶିବିର

masiha

ରୂପ୍ରା ରୋଡ ରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!