ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ପାଳିଲେ ୪ ତମ ରାଷ୍ଟ୍ରୀୟ ଡ୍ରାଏଇଭର ମହାସଂଘ 

ବନ୍ଧୁଗାଁରେ ପାଳିଲେ ୪ ତମ ରାଷ୍ଟ୍ରୀୟ ଡ୍ରାଏଇଭର ମହାସଂଘ 

ବନ୍ଧୁଗାଁ ତା, ୧/୯/୨୪, ଆଜି ସେପ୍ଟେମ୍ବର ୧ ତାରିଖରେ ସାରା ରାଜ୍ୟରେ ଗାଡି ଚାଳକ ମାନେ ରାଷ୍ଟ୍ରୀୟ ଡ୍ରାଏଭର ଦିବସ ପାଳନ କରିଥାନ୍ତି I ଏଥିରୁ ବାଦ ପଡିନାହାନ୍ତି ବନ୍ଧୁଗାଁ ବ୍ଲକର ଡ୍ରାଇଭର ସଙ୍ଘର ସଭାପତି ଲଷ୍ମୀକାନ୍ତ ଙ୍କ ସଭା ପତିତ୍ୱରେ ଆଜି ବନ୍ଧୁଗାଁ ବ୍ଲକର ଗାଡି ଚାଳକ ମାନେ ମଧ୍ୟ ଓଡ଼ିଶା ଡ୍ରାଇଭର ୪ ତମ ଭାବରେ ରାଷ୍ଟ୍ରୀୟ ଡ୍ରାଇଭର ସଙ୍ଘ ଭାବରେ ପାଳନ କରିଥିଲେ I ଏହି ରାଲି ବନ୍ଧୁଗାଁ ଥାନା ଠାରୁ ଆରମ୍ଭ କରି ସାନ ସୋରପଲି ଛକ ପର୍ଯ୍ୟନ୍ତ ଡ୍ରାଇଭର ସଙ୍ଘ ଜିନ୍ଦାବାଦ ଜୟ ଜଗନ୍ନାଥ, ଭାରତ ମାତା କି ଜୟ, ବନ୍ଧୁଗାଁ ବ୍ଲକର ଗାଡି ସଙ୍ଘ ଜିନ୍ଦାବାଦ, ଜିନ୍ଦାବାଦ ଜିନ୍ଦାବାଦ ବନ୍ଧୁଗାଁ ଗାଡି ଡ୍ରାଇଭର ସଙ୍ଘ ଜିନ୍ଦାବାଦ ଭାବରେ ନାରା ଦେଇ ପାଦରେ ଚାଲି ଚାଲି ରାଲି କରି ଶେଷରେ ସୋରପୋଲି ଠାରେ ରହିଥିବା ଗାଡି ସଙ୍ଘ ଗୃହକୁ ପହଞ୍ଚିଥିଲେ I ସେଠାରେ ପହଞ୍ଚିବା ପରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ର କଣ କୋଣରୁ ଆସିଥିବା ଗାଡି ଡ୍ରାଇଭର ମାନେ ଏକତ୍ରିତ ହୋଇଥିଲେ ଓ ସେଠାରେ କିଛି ବିଷୟରେ ଆଲୋଚନା କରିବା ସହ ଆଜିକାଲି ବର୍ଷା ହେଉଛି କେଉଁ ମୁହୂର୍ତ୍ତରେ ମଧ୍ୟ ଜିଏ ଯେଉଁ ସ୍ଥାନକୁ ଗାଡି ନେଇ ଯାଉଥିବା ସମୟରେ କୌଣସି ଅସୁବିଧା ହୁଏ ଆମକୁ ଯୋଗାଯୋଗ କରିବେ ଏବଂ ଅସୁବିଧା କୁ ନେଇ ଅବଗତ କରିବେ ବଲି ସଭାପତି ମାଝୀ ବାବୁ କହିଥିଲେ I ଏହିପରି ଭାବରେ ଡ୍ରାଇଭର ମାନଙ୍କ ଅନ୍ୟାନ୍ୟ ବିଷୟ ଆଲୋଚନା କରିବା ପରେ ଶୋଭାକୁ ଶେଷ କରିଥିଲେ I ସମ୍ଫାଦକ ସନ୍ତୋଷ ନାଗ ଓ ଷ୍ଟ୍ରେଜେରୀ ପ୍ରିୟ ରୋଞ୍ଜନ ରାୟ ଓ ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି  ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀ ଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

masiha

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ

masiha

Leave a Comment

error: Content is protected !!