ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଏଲ ଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟ ଙ୍କ ଆଲୋଚନା 

ଜୁଏଲ ଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟ ଙ୍କ ଆଲୋଚନା 

ରାଉରକେଲା: ଗତସନ୍ଧ୍ୟା ରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଙ୍କ ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସର କୁ ବୁଲିବାକୁ ଆସିଥିଲେ। ଏହି ଅବସରରେ ପାଠାଗାର ର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତକରି ପାଠାଗାର ର ଲିଜ ନଵିକରଣ ରେ ଉପୁଜିଥିବା ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା କରି ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରି ସମସ୍ୟା ର ସମାଧାନ କରିବାରେ ସାହାଯ୍ୟ କରିବାପାଇଁ କହିଥିଲେ। ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବନ୍ଧୁ ସାହୁ, ଅଶୋକ ବଳ, ପ୍ରଦୀପ ପଟ୍ଟନାୟକ,ଟୁକୁଲା ପାଢ଼ୀ ,ଅଟମ ରଥ, ଜ୍ୟୋତି ମହାପାତ୍ର,ପଞ୍ଚାନନ ପାତ୍ର, ବିଭୁତି ଭୁଷଣ ବିଶ୍ବାଳ ପ୍ରମୁଖ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

masiha

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍ଘାଟିତ

Sunil Chandra Nayak

କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

masiha

Leave a Comment

error: Content is protected !!