ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୮ ତମ ବୀମା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟରେ ଜୀବନ ବୀମା, ଉମରକୋଟ ତରଫରୁ ଚାରା ରୋପଣ 

୬୮ ତମ ବୀମା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟରେ ଜୀବନ ବୀମା, ଉମରକୋଟ ତରଫରୁ ଚାରା ରୋପଣ 

ନବରଙ୍ଗପୁର:(୧୩|୯)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରେ ଥିବା ଭାରତୀୟ ଜୀବନ ବୀମା ନିଗମ ସେଟ ଲାଇଟ୍ କାର୍ଯ୍ୟାଳୟ ଶାଖା ପରିଚାଳକ ତୁଳାରାମ ମାଝୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏସ୍ ଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନୁପମା ତ୍ରିପାଠୀ ଙ୍କ ସହ ବିଦ୍ୟାଳୟ ପରିସରରେ ଆଜି ୧୦ ଘଣ୍ଟା ୩୦ ମିନିଟରେ ଚାରା ଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଉମରକୋଟ ଜୀବନ ବୀମା କାର୍ଯ୍ୟାଳୟର କାର୍ଯ୍ୟାଳୟ କର୍ମଚାରୀ ଓ ଉମରକୋଟ ଅଞ୍ଚଳର ଜୀବନବୀମା ଅଭିକର୍ତ୍ତାବୃନ୍ଦ ସହଯୋଗ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

Sunil Chandra Nayak

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

masiha

କଳାହାଣ୍ଡି ଜିଲ୍ଲା “ଦିଶା” ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ

Sunil Chandra Nayak

Leave a Comment

error: Content is protected !!