ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପୌରାଣିକ ପୁଷ୍ପ ‘ବ୍ରହ୍ମ କମଳ’ ଫୁଟିଥିବା ଦେଖିବାକୁ ମିଳିଛି l ଗ୍ରାମର ସରୋଜ କୁମାର ରଣାଙ୍କ ଘରେ ପ୍ରଥମ ଥର ଏହି ‘ବ୍ରହ୍ମ କମଳ’ ପୁଷ୍ପ ଫୁଟିଛି l ଏହି ଫୁଲ ଫୁଟିବା ଯୋଗୁଁ ଘରେ ଆନନ୍ଦର ଲହରୀ ଖେଳି ଯାଇଛି l ଏକ ବର୍ଷ ତଳେ ଶ୍ରୀ ରଣା ଏହି ବୃକ୍ଷ ରୋପଣ କରିବା ସହ ଯତ୍ନ ନେଉଥିବା ବେଳେ ଶନିବାର ରାତ୍ରିରେ ‘ବ୍ରହ୍ମ କମଳ’ ପୁଷ୍ପ ଫୁଟିଥିବା ଦେଖିବାକୁ ମିଳିଛି l ବିଶ୍ୱାସ କରାଯାଏ ବର୍ଷକୁ ଥରଟିଏ ହିଁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ଫୁଟୁଥିବା କୁହାଯାଏ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଏଫ.ଏଫ.ସି.ର “ବନ ମହୋତ୍ସବ” ପାଳନ

Sunil Chandra Nayak

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଜଳେଶ୍ୱର ବିଡିଓଙ୍କ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ଓ ଧମକ୍ ଦେବା ଅଭିଯୋଗରେ ୩ ଜଣକ ନାମରେ ଥାନାରେ ମାମଲା ରୁଜୁ

Leave a Comment

error: Content is protected !!