ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାଳିରାମ ଓ କୈଳାଶ ଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ

କାଳିରାମ ଓ କୈଳାଶ ଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ 

ବନ୍ଧୁଗାଁ ତା, ୧୫/୯/୨୪, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ଠାରେ ଆଜି ଦୁଇ ବିଜେପି ନେତା କାଳିରାମ ମାଝୀ ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା ଦୁଇ ଆଗ ଧାଡିର ବିଜେପି ଦଳର ଟାଣୁଆ ନେତାଙ୍କ ବନ୍ଧୁଗାଁ ଗସ୍ତ କରିଥିଲେ I ଆଜିର ଗସ୍ତରେ ପ୍ରଥମେ ବନ୍ଧୁଗାଁ ରେ ଅପେକ୍ଷା କରିଥିବା ବନ୍ଧୁଗାଁ ଓ ଆଲମଣ୍ଡା ଅଞ୍ଚଳର କିଛି ବିଜେପି କର୍ମୀଙ୍କୁ ତୋହସିଲ କାର୍ଯ୍ୟାଳୟ ନିକଟ ଠାରେ ଭେଟି କର୍ମୀଙ୍କ ଠାରୁ ଅଞ୍ଚଳର ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ I ଓ ପରେ କୁମ୍ଭୀର ପୁଟ ଓ ଗାରିଡି ପଞ୍ଚାୟତର ବିଜେପି କର୍ମୀଙ୍କି ଭେଟି ଦଳର ସମସ୍ତ ବିଷୟକୁ ନେଇ ଆଲୋଚନା କରିବା ସହ ଅନାବାଡ଼ି ଗ୍ରାମ ଠାରେ ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ପାଠ ପଢି ବେକାର ଟାରେ ବୁଲୁଥିବା ଯୁବକ ଯୁବତୀଙ୍କୁ ପଥର ଖୋନନ କରି ପଡୋଶୀ ଜିଲ୍ଲା ରାୟଗଡା ନେଇ ପଥରକୁ କାଟି ତାକୁ ପୋଲିସ କରି ଅନେକ ଟଙ୍କାର ମାର୍ବଲ କରି ବଜାରକୁ ଭଲ ଦାମରେ ବିକ୍ରି କରୁଥିବା ପରି ମାଇଁନିଙ୍ଗ କମ୍ଫାନିରେ ନିଯୁକ୍ତି ନଦେଇ ବାହାର ରାଜ୍ୟର ଯୁବକଙ୍କୁ ଆଣି କାମ କୋରାଉଥିବା ବିଷୟକୁ ନେଇ ଗତ ତା, ୯/୬/୨୪ ରିଖ ଦିନ ବନ୍ଧୁଗାଁ ବ୍ଲକର ତୋହସିଲ ଦାର ଅଧିକାରୀ ଶ୍ରୀମତି ସୋନାଲି ପାତ୍ରଙ୍କୁ ଭେଟି ଲିଖିତ ଭାବରେ ମାଇନିଙ୍ଗ କୋମ୍ଫାନୀ ବିରୁଦ୍ଧରେ ଏକ ଦାବି ପତ୍ର ଦେଇଥିବାର ବିଷୟକୁ ମଧ୍ୟ ଆଜି ଫୁଙ୍କାନୁ ଫୁଙ୍ଖ ଭାବରେ ଆଲୋଚନା କରା ଯାଇଥିବାର କୁମ୍ଭାରି ପୁଟ ମଣ୍ଡଳର ପୂର୍ବତନ ସଭାପତି ମକର ଧ୍ଵଜ ଖରା କହିଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ ବନ୍ଧୁଗାଁ ରିପୋର୍ଟର 

Related posts

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକରେ ପ୍ରଚାର ଆରମ୍ଭ

masiha

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ରାଇରଙ୍ଗପୁରରେକଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

Leave a Comment

error: Content is protected !!