ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ପଂଚାୟତବାସୀ ରାସ୍ତା ପାଇଁ ଚିନ୍ତା 

ଚାରି ପଂଚାୟତବାସୀ ରାସ୍ତା ପାଇଁ ଚିନ୍ତା 

ମୟୂରଭଞ୍ଜ – ୨୧/୦୯ //  ମୟୂରଭଞ୍ଜ ଜିଲ୍ଲାର ବାମଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଲୁହାଶିଳା ପଂଚାୟତ ଆଦିବାସୀ ଅଧ୍ୟୁଷିତ ଦଲକି ଗାଁ ମୁଣ୍ଡ ରେ ଥିବା ପୋଲ ପାଖ ରାସ୍ତା ରେ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଗତ ବର୍ଷା ରୁ ଲୁହାଶିଳା ର ମୂଖ୍ୟ ରାସ୍ତା ଟି ଧୋଇ ଯାଇଛି।ଲୁହାଶିଳା, ମଢେଇକଚା , ସରଗଡା ଏବଂ ଚଢେଇପାହାଡି ୪ ପଂଚାୟତର ଜନସାଧାରଣ ଚଳପ୍ରଚଳ ରେ ଭୀଷଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।କାହାରି ଏହି ରାସ୍ତା ଟି ଦୃଷ୍ଟି ପଡି ନାହିଁ। ଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଲୋକେ ଉକ୍ତ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବମକ ପଞ୍ଚାୟତ ର ପୂର୍ବତନ ତଥା ପ୍ରଥମ ସରପଞ୍ଚ କିଆ ସାହୁ ଙ୍କ ପରଲୋକ

Sunil Chandra Nayak

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

Sunil Chandra Nayak

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

Leave a Comment

error: Content is protected !!