ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା ନୂତନ କମିଟି ଗଠିତ

ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା ନୂତନ କମିଟି ଗଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ ବୁଧବାର ହୋଇ ଯାଇଛି l ସଭାପତି ଯୁଗଳ କିଶୋର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, ଉପସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣା ଓ କୋଷାଧକ୍ଷ ଭାବେ ସଂଜୀବ ରଣା (ଠାକୁର) ମନୋନୀତ ହୋଇଛନ୍ତି l ଏହି ଅବସରରେ ଚତୃଭୁଜ ରଣା, କ୍ଷେତ୍ରମଣି ରଣା, ବସନ୍ତ କୁମାର ସାହୁ, ଡମ୍ବରୁଧର ରଣା, ବିଶ୍ୱମ୍ବର ଭୋଇ, ବୁଲୁ ରଣା, ଡୋଳାମଣି ପଣ୍ଡିଆ, ରଶ୍ମିରଞ୍ଜନ ରଣା, ବିକାଶ ପୁରୋହିତ, ଦୀପକ ରଣାଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

masiha

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

masiha

ବି ଡି ଆଇ ବାର୍ଷିକ ଉତ୍ସବ — ,2026

Leave a Comment

error: Content is protected !!