ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଗଡ଼ା ବ୍ୟାଙ୍କରେ ଚୋରି ଉଦ୍ୟମ ବିଫଳ

କର୍ଲାମୁଣ୍ଡା:(   ମ ନି  ସ)  କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ସମ୍ମୁଖରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଦୁର୍ବୃତ୍ତ ମାନେ ରାତ୍ରିରେ ବ୍ୟାଙ୍କ ଗେଟ ଭାଙ୍ଗି ଲୁଟି ନେବାର ଉଦ୍ୟମ କରି ବିଫଳ ହୋଇଥିଲେ l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବ୍ୟାଙ୍କ ଶାଖା ପରିଚାଳକ ନାରାୟଣ ସାହା ମ.ରାମପୁର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ l ଖବର ପାଇ ମ,ରାମପୁର ଥାନା ଅଧିକାରୀ ଓ କେସିଙ୍ଗା ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ l ଶ୍ରୀ ସାହା ଥାନାରେ ଏତଲା ଦେବା ପରେ ମ. ରାମପୁର ଥାନାରେ କେସ ନମ୍ୱର ୯୧ରେ ଏକ ମାମଲା ଦାଏର କରି ଛାନଭିନ୍ ଆରମ୍ଭ କରିଛି l 

Related posts

ଗୋଳାମୁଣ୍ଡା ବ୍ଲକର ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ 

Sunil Chandra Nayak

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି 

Sunil Chandra Nayak

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

Sunil Chandra Nayak

Leave a Comment

error: Content is protected !!