ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

 କଟକ : ୪୨ ମୌଜା ଦହିଗାଁ ଅଞ୍ଚଳରେ ଚାଷ ଜମି ମାନଙ୍କରେ ମାଙ୍କଡ,ଗାଈ ଓ ଷଣ୍ଢ ପଶି ଗଛ ଫସଲ ଖାଇଯିବା ସହ ଗଛ ଗୁଡ଼ିକ ଖାଇ ନିର୍ମୂଳ କରିଦେଉଛନ୍ତି । ପ୍ରାୟ ୧୫ ରୁ ଅଧିକ ଷଣ୍ଢ ପ୍ରତିଦିନ ଦିନ ରାତି ଚାଷୀ ନ ରହିବା ସମୟରେ ବାଡ ଘେରି ଭାଙ୍ଗି ରୁଆ ଧାନ ଗୁଡ଼ିକ ଖାଇ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରତିକାର କରିବାକୁ ଚାଷୀଙ୍କ ମୁଖ୍ୟ ନନ୍ଦ କିଶୋର ଭୋଇ,ପୀତବାସ ଭୋଇ,କୈଳାଶ ଭୋଇ,ସୁକାନ୍ତ ବେହେରା, ପ୍ରତାପ ବେହେରା,ବୁଲୁ ଭୋଇ,ମନୁଆ ଭୋଇ, ଅଶୋକ ଭୋଇ,ଚୈତନ ଭୋଇ,ପରି ଭୋଇ,ହୃଦାନନ୍ଦ ପତି,ନଣ୍ଡା ଭୋଇ,ଚୁନିଆ ଭୋଇ, ସନ୍ତୋଷ ପତି ଓ ମିହିର ରଞ୍ଜନ ପତି ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ

masiha

ଜନଜାତି ସେବା ଜଗତ ପାଖରେ ଓରମାସ ରlଖି ଦୋକାନ ଉଦଘାଠିତ 

Sunil Chandra Nayak

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!