ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

ନୂଆପଡା ଜିଲ୍ଲା ଖଡ଼ିଆଳ ପୁଲିସ ପକ୍ଷରୁ ଥାନା ଛକ ଠାରେ ଜଳଛତ୍ର ଖଡ଼ିଆଳ ଏସ ଡି ପି ଓ ସନ୍ତକ ଜେନା ଉଦଘାଟନ କରିଥିଲେ । ଏହି ଅବସରରେ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜନସାଧରଣଙ୍କୁ ଥଣ୍ଡା ପାନୀୟ ଦେଇ ସେମାନଙ୍କ ଶୋଷ ମେଣ୍ଟେଇ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ପ୍ରଥମ ଦିନରେ ଘୋଲ ଦହି ଶହ ଶହ ଜନସାଧାରଣଙ୍କୁ ବଣ୍ଟନ କରିଥିବା ବେଳେ ପ୍ରତ୍ୟେକ ଦିନ ଲେମ୍ବୁ, ଘୋଲ ଦହି, ଦିଆଯିବ ବୋଲି ବିଭାଗ ସୂତ୍ରରୁୁ    ପ୍ରକାଶ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁକାନରୁ ଚୋରି ଜିନିଷ ଉଦ୍ଧାର ,ଜଣେ କୋର୍ଟ ଚାଲାଣ

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

ଜୟଶ୍ରୀ ମୁଦୁଲି (ନିଶା )ର ତୃତୀୟ ଶୁଭ ଜନ୍ମଦିନ ପାଳିତ

Sunil Chandra Nayak

Leave a Comment

error: Content is protected !!