ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

ନୂଆପଡା ଜିଲ୍ଲା ଖଡ଼ିଆଳ ପୁଲିସ ପକ୍ଷରୁ ଥାନା ଛକ ଠାରେ ଜଳଛତ୍ର ଖଡ଼ିଆଳ ଏସ ଡି ପି ଓ ସନ୍ତକ ଜେନା ଉଦଘାଟନ କରିଥିଲେ । ଏହି ଅବସରରେ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜନସାଧରଣଙ୍କୁ ଥଣ୍ଡା ପାନୀୟ ଦେଇ ସେମାନଙ୍କ ଶୋଷ ମେଣ୍ଟେଇ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ପ୍ରଥମ ଦିନରେ ଘୋଲ ଦହି ଶହ ଶହ ଜନସାଧାରଣଙ୍କୁ ବଣ୍ଟନ କରିଥିବା ବେଳେ ପ୍ରତ୍ୟେକ ଦିନ ଲେମ୍ବୁ, ଘୋଲ ଦହି, ଦିଆଯିବ ବୋଲି ବିଭାଗ ସୂତ୍ରରୁୁ    ପ୍ରକାଶ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ପୁଣ୍ୟ ନୀଳାଚଳ

Sunil Chandra Nayak

କବିତା

Sunil Chandra Nayak

Leave a Comment

error: Content is protected !!