ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ କାଳୀ ଓ ଶ୍ୟାମାକାଳୀ ପୂଜା ଉତ୍ସବ

ରାଇରଙ୍ଗପୁର ରେ କାଳୀ ଓ ଶ୍ୟାମାକାଳୀ ପୂଜା ଉତ୍ସବ

  ମୟୂରଭଞ୍ଜ – ୦୧/୧୧/୨୪: ( ମସିହା) ଆଲୋକର ପର୍ବ ଦୀପାବଳି ଅବସରରେ ରାଇରଙ୍ଗପୁର ରୁ ରେଳ ଷ୍ଟେସନ,ବଜାର ମାର୍କେଟ ଏବଂ ଦୁର୍ଗା ମଣ୍ଡପ ଛକରେ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି ।ଆଜି ସକାଳୁ ଶ୍ରଦ୍ଧାଳୁମାନେ କାଳୀ ମଣ୍ଡପକୁ ଯାଇ ମା’ ଙ୍କ ପାଖରେ ପୂଜାର୍ଚନା କରି ପରିବିରର ଓ ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥିଲେ ।ବିଭିନ୍ନ କମିଟି ତରଫରୁ ଆଜି ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୁତ୍ରଦା ଏକାଦଶୀ ନୀତି ପାଳିତ

masiha

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ 

Sunil Chandra Nayak

ଡାବୁଗାଁ ବ୍ଳକ ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଶେଷ

masiha

Leave a Comment

error: Content is protected !!