ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରେଲୱେ ପକ୍ଷ ରୁ ୯୦ତମ କାଳୀ ପୂଜା ପାଳିତ

ରେଲୱେ ପକ୍ଷ ରୁ ୯୦ତମ କାଳୀ ପୂଜା ପାଳିତ

ଢେଙ୍କାନାଳ: ରେଲୱେ ପକ୍ଷ ରୁ ଢେଙ୍କାନାଳ କାଳୀ ପଡ଼ିଆ ଠାରେ ୯୦ତମ କାଳୀ ପୂଜା ପାଳିତ ହେଇଯାଇଛି। ୩୧/୧୦ ମଧ୍ୟ ରାତ୍ରରେ କଳସ ପୂଜା, ମଣ୍ଡଳ ପୂଜା, ମା ଙ୍କ ସୋଳଷ ଉପଚାର ପୂଜା, ଶପ୍ତ ଚଣ୍ଡୀ ପାଠ, ସପ୍ତଚଣ୍ଡି ଆହୂତି, ବିଭିନ୍ନ ପ୍ରକାରର ଭୋଗ ଫଳ ଲାଗି ହୋଇଥିଲା। ପାଞ୍ଚ ଦିନ ଧରି ଚାଲିବ ଏହି ପୂଜା। କର୍ତ୍ତା ଅରୁଣ କୁମାର ସ୍ୱାଇଁ, ସମ୍ପାଦକ ପ୍ରଭାତ ମହାକୁଡ଼, କୋଷାଧକ୍ଷ ରଞ୍ଜିତ ପ୍ରଧାନ, ଅନ୍ୟ କର୍ମଚାରୀ ରଂଜନ କୁମାର ବେହେରା, ବଟ କୃଷ୍ଣ ବେହେରା, ହୃଦାନନ୍ଦ ବେହେରା, ପ୍ରଦୀପ କୁମାର ସାହୁ ଓ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ରାମ ଚରିତ ମାନସ

masiha

ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

Sunil Chandra Nayak

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଭକ୍ତିଭାବର ସହ ପାଳିତ ହେଲା ପବିତ୍ର ବାହୁଡ଼ା ଯାତ୍ରା

Sunil Chandra Nayak

Leave a Comment

error: Content is protected !!