କୋଇଡା ଡ଼ିଡ଼ିଏମ’ଙ୍କ ଦମ କେତେ ? କୋଇଡା ଲୁହାପଥର ଷ୍ଟାକର ଦୁଇଟି ରିପୋର୍ଟ-ପ୍ରୟୋଗଶାଳା
ଯୋଡ଼ା:-ରାଜ୍ୟରେ ପୁଣି ଲୁହାପଥର ମହାଦୁର୍ନୀତି କରିବା ନିମନ୍ତେ ଯୋଡ଼ା ପ୍ରୟୋଗଶାଳା ବିରଳ ଘଟଣା ଘଟାଇଲା।ଦୁର୍ନୀତି କରିବ ବୋଲି ଲୁହାପଥରର ରିପୋର୍ଟ ଦୁଇଟା କରିଦେଲ, ତାହାଲେ କଣ ତୁମର ବାପା ମଧ୍ୟ ଦୁଇଟା ଥିବ? ନହେଲେ ଅଲାଜୁକ ସମାନ ଲୁହାପଥର ଗଦାର(ଷ୍ଟାକ)ରିପୋର୍ଟ ଗୋଟିଏ ଆସିବା ପରିବର୍ତ୍ତେ ନିର୍ଲଜ ଦୁର୍ନୀତିଖୋର ଦୁଇ’ଟି ଆସିଲା କିପରି?ସରକାରଙ୍କ ରାଜସ୍ୱହ୍ରାସର ମୂଳ ତଥା ପ୍ରୟୋଗଶାଳାର ସର୍ବନାଶ କରିଥିବା ଚାନ୍ଦାଖିଆ ଡ଼ିଡ଼ିସିଏ ଦାସମାତ ସୋରେନ, ମୁରଲୀ ଦେ ଏବଂ ସସ୍ମିତା ବେହେରା ଦୁର୍ନୀତିଖୋର ଏଥର ତୁମକୁ କିଏ ରକ୍ଷା କରିବ? ‘ନା’ ଯୋଡ଼ା ପ୍ରୟୋଗଶାଳାର ସମସ୍ତ ଦୁର୍ନୀତି’ଅନୀତିକୁ ଏଯାଏ ଘୋଡାଇ ଆସୁଥିବା ତୁମର ବଟିଖିଆ ଦୁଇ ନମ୍ବର ବାପା ତୁମ ସଭିଙ୍କୁ ରକ୍ଷା କରିବ ବୋଲି ଭାବୁଚ କି? ଏଥର ହାତ ଠାରି ଡାକୁଚି ଝାରପଡା-ଯୋଡ଼ା ପ୍ରୟୋଗଶାଳାରେ ରାଜ୍ୟର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ଦୁର୍ନୀତିଖୋରକୁ, ଆସ ମୋ ମଧ୍ୟକୁ, ପ୍ରବେଶ କର ଲୁହାପଥର ଦୁର୍ନୀତିଖୋର ଖଣି ଅଫିସର ଯୋଡ଼ା ପ୍ରୟୋଗଶାଳାର ଦାସମାତ ସୋରେନ, ମୁରଲୀ ଦେ, ସସ୍ମିତା ବେହେରା।ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡେ ଯେ ରାଜ୍ୟରେ ପୁଣି ଆଉ ଏକ ହଜାର’ହଜାର କୋଟିର ରାଜସ୍ୱ ବୁଡ଼ିଲା,ସେ’ପୁଣି କୋଇଡା ଖଣି ମଣ୍ଡଳରୁ ବୋଲି ଥୟ।ହେଲେ ପୂର୍ବରୁ ବାରମ୍ବାର ଖସିବାରେ ପୁଣି ସଫଳ ହୋଇବେ ଯିବେ’କି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିଥିବା ଯୋଡ଼ା ପ୍ରୟୋଗଶାଳା ଦୁର୍ଦାନ୍ତ ଦୁର୍ନୀତିଖୋର ?ଏମିତିଵି କଣ’ଟା କରିପାରିବେ କୋଇଡା ଡ଼ିଡ଼ିଏମ ଅସିତ ବେହେରା ଏହି ଯୋଡ଼ା ପ୍ରୟୋଗଶାଳାର ଚାରି ଦୁର୍ନୀତିମୁହାଁ ବିଭାଗୀୟଙ୍କର?ତେବେ ପ୍ରାଥମିକ ପର୍ଯ୍ୟାୟରୁ ଯାହା ଜଣାପଡେ ଯେ ମାଙ୍ଗାନିଜ ଭଳି,ବହୁ ମୂଲ୍ୟବାନ ଧାତବ ପଦାର୍ଥ ଯୋଡ଼ା ପ୍ରୟୋଗଶାଳାକୁ କମ୍ପାନୀଙ୍କ ଜରିଆରେ ନମୁନା ପରୀକ୍ଷଣ ନିମନ୍ତେ ଆସି,ପରୀକ୍ଷା ସରିଥିବାର ରିପୋର୍ଟ ବାହାରିଥିବା ବେଳେ ପୁନର୍ବାର କୋଇଡା ଡ଼ିଡ଼ିଏମ ଉକ୍ତ ପ୍ରମୁଖ କମ୍ପାନୀ ଗୁଡିକର ଷ୍ଟାକରୁ ନିଜସ୍ୱ ତତ୍ୱାବଧାନରେ ବିଭାଗୀୟଙ୍କ ଜରିଆରେ ନମୁନା ସଂଗ୍ରହ କରି,ଯୋଡ଼ା ପ୍ରୟୋଗଶାଳାରେ ପୁନଃ ଉକ୍ତ ନମୁନାକୁ ପରୀକ୍ଷଣ କରିଥିବାରେ ଚକିତ କରିଲା ଭଳି ରିପୋର୍ଟ ଆସେ ଯେ କିଭଳି ଭାବରେ ରାଜ୍ୟର କୋଇଡା ଖଣିମଣ୍ଡଳର ଏକାଧିକ କମ୍ପାନୀଙ୍କ ଏକାଧିକ ଷ୍ଟାକରେ ବିକ୍ରୟ ଅନୁମତି ନିମନ୍ତେ ଗଚ୍ଛିତ ଥିବା ଧାତବ ପଦାର୍ଥ ମାଙ୍ଗାନିଜର ଲୋଗ୍ରେଡ଼ ରିପୋର୍ଟ ଦେଇ ମାଲେମାଲ ବନିବାରେ , ଯୋଡ଼ା ଡ଼ିଡ଼ିସିଏ ବିଭାଗର ଅସଲରୂପ ଦେଖି,ପୁଣି ଆଉଥରେ ସମଗ୍ର ଖଣି ଅଞ୍ଚଳରେ ସଭିଙ୍କୁ ବିସ୍ମୟ କରିଛି।ତେବେ ଅନୁସନ୍ଧାନରୁ ଯାହା ଜଣାପଡେ ଯେ ପ୍ରୟୋଗଶାଳାର ଡୁପ୍ଲିକେଟ ରିପୋର୍ଟରେ ସରକାର ଉଚିତ ପରିମାଣରର ରାଜସ୍ୱ ପାଇବାରୁ ବାରମ୍ବାର ବଞ୍ଚିତ ରହିଥିବା ବେଳେ କୋଇଡା ଡ଼ିଡ଼ିଏମ ଅସିତ ବେହେରାଙ୍କୁ ସର୍ବହରା କରି ରଖିଥିବା ଯୋଡ଼ା ଡ଼ିଡ଼ିସିଏ ବିଭାଗର ଉପନିର୍ଦ୍ଧେଶକ ରସାୟନ ବିସ୍ଲେସଣ ଦାସମାତ ସୋରେନ, ସସ୍ମିତା ବେହେରାଙ୍କ ସମସ୍ତ ଅନ୍ତର ରିପୋର୍ଟ।ତେବେ ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନ ଏବଂ ଆସିଷ୍ଟାଣ୍ଟ କେମିଷ୍ଟ ସସ୍ମିତା ବେହେରା ଚକ୍ରାନ୍ତ କରି, କୋଇଡା ଡ଼ିଡ଼ିଏମ ଅଧିନସ୍ଥ ଏକାଧିକ ଷ୍ଟାକର ନମୁନା କାର୍ଯ୍ୟ ହାତେଇ, ନମୁନା ହେରାଫେରି କରିଥିବାକୁ ସଂନ୍ଦେହ କରି କୋଇଡା ଡ଼ିଡ଼ିଏମ ଉକ୍ତ ସମାନ ଷ୍ଟାକର ନମୁନାକୁ ପୁନଃ ପରୀକ୍ଷା ରିପୋର୍ଟରେ ଭିର୍ନ୍ନ’ଭିର୍ନ୍ନ ରିପୋର୍ଟ ଦେଇ ଏବେ ହରଡ଼ଘଣାରେ ପଡିଛି ଯୋଡ଼ା ସରକାରୀ ପ୍ରୟୋଗଶାଳା ବୋଲି ରାଜ୍ୟ ପାଇଁ ଏକ ଲଜ୍ୟାଜନକ ସ୍ଥିତି ହୋଇଥିବାର ଜଣାପଡେ।ତେବେ ଦେଖାଯାଉ କୋଇଡା ଖଣିମଣ୍ଡଳ ଷ୍ଟାକର ସଠିକ ମାନ ଆଦାୟ କରି, ରାଜସ୍ୱ ବଢ଼ାଇବା ବ୍ୟତୀତ ଯୋଡ଼ା ଡ଼ିଡ଼ିସିଏ ଏବଂ ଆସିଷ୍ଟାଣ୍ଟ କେମିଷ୍ଟ ସସ୍ମିତା ଆଗରେ ବାଧ୍ୟ୍ୟ ହୋଇବେ ହାର ମାନିବେ ନା’ ରାଜଧାନୀରେ ଥିବା ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳୟରେ ବଟି ଖାଉଥିବା ଅଫିସର ଯୋଡ଼ା ଡ଼ିଡ଼ିସିଏ ଦାସମାତ ସୋରେନ ଏବଂ ସସ୍ମିତା ବେହେରାକୁ ସୁରକ୍ଷା ପ୍ରଦାନ କାର୍ଯ୍ୟକୁ ଖଣି-ଉପନିର୍ଦ୍ଧେଶକ ଅସିତ କୁମାର ବେହେରା କେଉଁ ପରି ରଣନୀତି ଆପଣେଇ ଉଚିତ ପଦକ୍ଷେପ ନେଲେ ଦୋଷୀ ଦଣ୍ଡ ପାଇବା ହେବ, ଯାହା ସମୟ କହିବ ବୋଲି ସମଗ୍ର ଖଣିଅଞ୍ଚଳରେ ଚର୍ଚ୍ଚା ଶୁଣିବାକୁ ମିଳେ।
ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍

