ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

ଯୋଡ଼ା:-ରାଜ୍ୟର ଖଣିଜ ସମ୍ପଦ ବିପଦରେ,ଆଉ କେତେ ଅଜସ୍ର କ୍ଷତି ରାଜ୍ୟର ହୋଇଲେ ଯାଇ ଦାୟତ୍ୱବାନ ଅଫିସରର ଜ୍ଞାନ ଉଦୟ ହୋଇବ?ଦିନକୁ’ଦିନ ତଥା ପ୍ରାୟଦିନ ସକାଳୁ’ସଞ୍ଜ ନାମକୁ ମାତ୍ର ଗୁପ୍ତ ମେସିନରୁ ‘ଟ୍ରେ’ ନମ୍ବର ଚୋରି କରିବା ଏକ ସହଜ ପକ୍ରିୟା ଯୋଡ଼ା ଡ଼ିଡ଼ିସିଏ ବିଭାଗରେ ମାମୁଲି ଘଟଣା ପାଲଟିଛି।ତେବେ ରାଜ୍ୟର ପାକୃତିକ ସମ୍ପଦ ଯୋଡ଼ା/କୋଇଡାରୁ ସଠିକ ରାଜସ୍ୱ ପାଇବାରୁ ସରକାର ହଜାର’ହଜାର କୋଟି ଟଙ୍କା ବଞ୍ଚିତ ହେଉଥିବାର ବାରମ୍ବାର ଖବର ପ୍ରକାଶନ ହେଉଥିଲେ ମଧ୍ୟ ସବୁ ଜାଣି ମଧ୍ୟ ନିର୍ଲଜ କେଇ ଅଫିସରକୁ ଫରକ ପଡୁନଥିବାରୁ, ଟ୍ରେ ନମ୍ବର ଚୋରି କରିବାରେ ସମ୍ପୂର୍ଣ୍ଣ ସ୍ୱାଧୀନ ପାଲଟିଛି।ତେବେ ପ୍ରକାଶ ଯୋଗ୍ୟ ଘରୋଇ କମ୍ପାନୀଙ୍କ ଲୁହାପଥର ନମୁନା ପ୍ରୟୋଗଶାଳାରେ ପରୀକ୍ଷା ପୂର୍ବରୁ ଗୁପ୍ତ ମେସିନର ବ୍ୟବହାର ଯୋଗେ ହୋଇଲେ ଯାଇ, ସେଥିରୁ ଉତତ୍ପର୍ଣ୍ଣ ନମ୍ବର ଦ୍ୱାରା ନମୁନା ପରୀକ୍ଷା ହୋଇଲେ ଲୁହାପଥରର ଗ୍ରେଡ଼ ଏବଂ କମ୍ପାନୀ ନାମ ପ୍ରକାଶ ପାଇଥାଏ। ହେଲେ ଡ଼ିଡ଼ିସିଏ ବିଭାଗରେ ଉକ୍ତ ସମସ୍ତ କାର୍ଯ୍ୟପ୍ରଣାଳୀ ପୂର୍ବରୁ ସ୍ୱାଧୀନ ଟ୍ରେ ନମ୍ବର ଲିକ କରି ଆଣି ଦେଲେ,ଜଣିଏ ଫର୍ଜ୍ଜରୀ ମହିଳାର ଚକ୍ରାନ୍ତରେ ସମସ୍ତ ଦୋନମ୍ବରୀ କାର୍ଯ୍ୟ ହୋଇବା ଦ୍ୱାରା ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ବେଳେ ରାଜସ୍ୱର ଅବସ୍ଥା ଦିନକୁ’ଦିନ ଦୟନୀୟ ଅବସ୍ଥାକୁ ଗତି କରୁଥିବାରୁ ଚିନ୍ତା ପ୍ରକଟ କରନ୍ତି ଭି:ମିଟିଙ୍ଗ(ଭିଡିଓ)ଜରିଆରେ ଖୋଦ ଖଣି ନିର୍ଦ୍ଧେଶକ ଜୀ ରାଜେଶ ବୋଲି ଜଣାପଡେ।ତେବେ ଦେଖାଯାଉ ସ୍ୱାଧୀନ ଓ ତାର ଯୋଡି ମହିଳାର ଟାର୍ଗେଟ ଟ୍ରେ ନମ୍ବର ଚୋରିରେ ଦୁଇ ଖଣିମଣ୍ଡଳର ଖଣି-ଉପନିର୍ଦ୍ଧେଶକ କେଉଁ ପ୍ରକାରର ରଣନୀତି ଆପଣେଇବା ହେଉଛି ‘ନା’ ବାକି ରହିଥିବା ଅନ୍ୟ ଦାୟତ୍ୱବାନ ଅଫିସରର ପରି ଧିକ ସାଜି, ଚୁପ ବସିବେ ଯାହା ସମୟ ସପକ୍ଷ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଉଥିବାର ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବର୍ଷ।ରେ ଭାଙ୍ଗିଲା ପେଟ ଭୁଲିଆ ସାଇଡ ଗାଡ଼ୟାଲ ବ୍ରିଜ

Sunil Chandra Nayak

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!