ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମଣିକଣ୍ଠ ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

ମଣିକଣ୍ଠ ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

ଡାବୁଗାଁ, ୧୩/୧୧ (ମ.ନି.ସ.)- ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଆୟାପ୍ପା ସ୍ଵାମୀଙ୍କ ମଣିକଣ୍ଠ ଭକ୍ତମାନେ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜି ସକାଳୁ ଡାବୁଗାଁ ଶିବ ମନ୍ଦିରରେ ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ଠାରୁ ୨ ଜଣ ଛୋଟ ପିଲା ମାଳା ଧାରଣ କରିଛନ୍ତି | ଏଥିରେ ୨ ଜଣଙ୍କ ମଧ୍ୟରୁ ଜଣେ ଶାବରିମାତା ଡି. ଦାମିନୀ ଓ ଜଣେ ମଣିକଣ୍ଠ ସ୍ଵାମୀ ଜି. ହେମନ୍ତ ଦିକ୍ଷା ଗ୍ରହଣ କରିଛନ୍ତି | ଏଥିରେ ଛୋଟ ଝିଅକୁ ଶାବରୀମାତା ଓ ଛୋଟ ପୁଅକୁ ମଣିକଣ୍ଠ ସ୍ଵାମୀ ବୋଲି କୁହାଯାଇଥାଏ | ଏଥିରେ ଆଶୁତୋଷ ଜେନା, ବାଦଲ ଜେନା, ଚିତ୍ତରଞ୍ଜନ ପାତ୍ର, ଡି. ରାଜେଶ ରାଓ, ଶାନ୍ତନୁ ଖୁଣ୍ଟିଆ, ଜି. ରାଜେଶ ରାଓ ଜେ. ସୁଦର୍ଶନ ରାଓ, ଏମ୍. ମାଣିକ, ଟି. ଜୁଗୁନୁ ବାବୁ, ଜିତେନ୍ଦ୍ର କୁମାର ଖୁଣ୍ଟିଆ ଙ୍କ ସମେତ ୨୮ ଜଣ ଭକ୍ତ ଆୟାପ୍ପା ସ୍ଵାମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ 

masiha

ମାଁ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା 

Sunil Chandra Nayak

ଭିନ୍ନ ତିଥି ଓ ଭିନ୍ନ ଏକ ପରମ୍ପରା…. ଘୋଷଯାତ୍ରାର ଦିନକ ପରେ ରଥଟଣା

masiha

Leave a Comment

error: Content is protected !!