ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାବୀର ବଜାର ଠାରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପଣା ସଂକ୍ରାନ୍ତି ପର୍ବ ପାଳିତ।

ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପଣା ସଂକ୍ରାନ୍ତି ପର୍ବ ଧୂମଧାମରେ ପାଳିତ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି,ମାଜଣା, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର, ତୁଳସୀ ହାର, ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନଙ୍କୁ ପ୍ରାତଃ ରୁ ଦହି ସରବତ ବଣ୍ଟନ କରାଯାଇଛି। ସୂର୍ଯ୍ୟ ପୂଜା ଓ ଯଜ୍ଞ ପରେ ମଧ୍ୟାହ୍ନ ରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟା ବେଳେ ଆଳତି ସହ ଭକ୍ତଙ୍କ ପାଇଁ ପଣା ବଣ୍ଟନ କରାଯାଇଛି। କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ 

Sunil Chandra Nayak

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

ବୟାଳିଶମୌଜାରେ ବାହୁଡା ଯାତ୍ରା

masiha

Leave a Comment

error: Content is protected !!