ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ

ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ପକ୍ଷରୁ ଶୋକ 

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପଞ୍ଚାୟତର ବରିଷ୍ଟ ନାଗରିକ,ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ,ପୂର୍ବତନ ସଭାପତି ଉତ୍ତରକୂଳ ସେବା ସମବାୟ ସମିତି,ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ସୁରେନ୍ଦ୍ର ନାଥ ଖୁଣ୍ଟିଆଙ୍କ ଅକାଳ ବିୟୋଗରେ ୟୁନିଅନ ଫର କଟକ ସଦର ଡେଭେଲପମେଣ୍ଟର ବରେଣ୍ୟ ସଭାପତି ଇଂ.ମନୋଜ ନାୟକ ଗଭୀର ମର୍ମାହତ,ମହାପ୍ରଭୁଙ୍କ ଶ୍ରୀଚରଣରେ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ମାଁ ଡୋକରୀ ଯାତ୍ରା ପାଳିତ

Sunil Chandra Nayak

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

masiha

ଗୋଲାମୁଣ୍ଡା-ବିଜୟାନନ୍ଦ ପବ୍ଲିକ୍ ସ୍କୁଲର ରୌପ୍ୟ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!