ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

ଜନ୍ମ ଦିନରେ ବୃକ୍ଷରୋପଣ କଲେ ବରିଷ୍ଠ ସମାଜସେବୀ 

କଟକ : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ୭୫ ତମ ଜନ୍ମ ଜୟନ୍ତୀ ଅବସରରେ ବୃକ୍ଷରୋପଣ ସହ ବହୁତ ମହତ୍ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ଅନୁଷ୍ଠାନ ସଭାପତି ସରୋଜ ନଳିନୀ ପରିଡ଼ା,ଅଭୟ କୁମାର ଦାସ,ଉପେନ୍ଦ୍ର ବାରିକ,ରୁଦ୍ର ନାରାୟଣ ଦାସ,ଶୁଭେନ୍ଦୁ ଚରଣ ଦାସ ମହାପାତ୍ର,ସୁବ୍ରତ କୁମାର ମହାନ୍ତି,ସପନି ବେହେରା,ସନ୍ତୋଷ କୁମାର ଭୋଗି ପ୍ରଭୁତି କଟକ ଜିଲ୍ଲାର ଜଶପଡା ଗ୍ରାମର ସାମଲ ସାହି ମଙ୍ଗଳା ମନ୍ଦିର ପରିସରରେ ମୂରବୀ ମାନଙ୍କ ସହଯୋଗରେ ବୃକ୍ଷରୋପଣ କରିଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମନୋଜ ଦାସ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ରାଜ୍ୟ ଉପସଭାପତି

Sunil Chandra Nayak

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

Sunil Chandra Nayak

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

masiha

Leave a Comment

error: Content is protected !!