ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

ସିନାପାଲି:୦୫/୦୬- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି ା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡ଼ା ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ଯକ୍ରମରେ ରୂପେଶ କୁମାର ମେହେର ଏହି ପୁରସ୍କାର ଗ୍ରହଣ କରିଛନ୍ତି ା କାର୍ଯ୍ଯକ୍ରମର ମୁଖ୍ଯଅତିଥି ଭାବରେ ଜୟ ଢୋଲକିଆ,ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ଜିଲ୍ଲାପାଳ ନୂଆପଡ଼ା,ସମୀର କୁମାର ସାହୁ, ବଳରାମ ମିଶ୍ର, ଅଜିଜ୍ ଖାନ୍, ଲମ୍ବୋଦର ଧାରୁଆ,ନବନିତା ଦାଶ ଯୋଗ ଦେଇ ସମ୍ମାନିତ କରିଥିବା ଜଣା ପଡିଛି |ଆଗାମୀ ଦିନେ ମେହେର ର ଙ୍କ କାର୍ଯ୍ୟ କଳାପ କୁ ଆହୁରି ସୁଦୃଢ ହେଉ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ | ରୁପେଶ ମେହେର ଙ୍କ ଏହି ସଫଳତାରେ ଅଂଚଳରେ ଖୁସି ବ୍ଯକ୍ତ କରାଯିବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି ା

Related posts

ଛାତ୍ରଛାତ୍ରୀଙ୍କ ନିରାପତ୍ତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

Leave a Comment

error: Content is protected !!