ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଆସିକା,୬/୬/୨୬ ( ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ରେଞ୍ଜ ପକ୍ଷରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପୁତ୍ର ସଙ୍ଗୀତ ପାଢ଼ୀ, ସହ ବନ ସରଂକ୍ଷକ ପ୍ରଦୀପ ବେହେରା, ଜି. ଉଦୟଗିରି ତାଲିମ ଅନୁଷ୍ଠାନର ସହ ବନ ସରଂକ୍ଷକ କଳ୍ପନା ନାୟକ, ସୋରଡ଼ା ଏସିଏଫ ନିହାର ରଞ୍ଜନ ମଲ୍ଲିକ, ବନ୍ୟ ପ୍ରାଣୀ ତତ୍ବାବଧାରକ ସୁଲପାଣି ଶତପଥୀ, ମୟୁର ସୁରକ୍ଷା ସମିତି ର ସଭାପତି ସମୀର ପ୍ରଧାନ, ଅଧ୍ୟାପକ ସରୋଜ କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା । ଏଣୁ ବିଶ୍ବ ପରିବେଶ ଦିବସର ଅବସରରେ ଜଳବାୟୁ କାର୍ଯ୍ୟ, ଯାହାର ବିଶ୍ବ ଅଭିଯାନ ବାର୍ଭା ରହୁ ବୋଲି ଅତିଥ୍ ମାନେ ମତ ରଖୁଥିଲେ । ଏହି ଅବସରରେ ବନ ବିଭାଗ ଏବଂ କଲେଜ ପକ୍ଷରୁ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ଆସିକା ରେଞ୍ଜର ସମେତ ବଡ଼ଗଡ଼, ଖଲିକୋଟ, ବୁଗୁଡ଼ା, ପୋଲସରା, ଏବଂ ସମସ୍ତ ଫରେଷ୍ଟର ପ୍ରମୁଖ ଯୋଗ ଦେଇଥିଲେ ।

Related posts

ମଫସଲି ଝିଅ ସ୍ଵାଗତିକାର ଓଡିଶା ପ୍ରାଶାସନିକ ସେବା ପରିକ୍ଷା-୨୦୨୩ କୃତିତ୍ଵ ଯୋଗୁଁ ଜଗତସିଂହପୁର ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲା ଗର୍ବିତ

Sunil Chandra Nayak

ଜୟପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

୧- ଘରେ ଘରେ ତ୍ରିରଙ୍ଗା ପାଇଁ ଆଜି ବ୍ଲକରେ ବିଡ଼ିଓ ଦେଲେ ଆହ୍ୱାନ ,୨- ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!