ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗରରେ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କାମାକ୍ଷାନଗରରେ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କାମାକ୍ଷାନଗର- ସରକାରୀ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଛେଦ ଦାବିରେ ଗ୍ରାମବାସୀଙ୍କ yଆନ୍ଦୋଳନ ।କାମାକ୍ଷାନଗର ସହର ଠାରୁ ରେକୁଳା ଆଡକୁ ଯାଇଥିବା ରାସ୍ତାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗାଁର ଶତାଧିକ ଲୋକ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହିତ ଏନେଇ ଏକ ଦାବିପତ୍ର ଦେଇଥିଲେ ।କାମାକ୍ଷାନଗର ଢେଙ୍କାନାଳ ଜିଲ୍ଲାର ଏହା ମୁଖ୍ୟ ରାସ୍ତା ହୋଇଥିବା ସାଙ୍ଗକୁ ରେକୁଳା ଗାଁରୁ କାମାକ୍ଷାନଗର ସହର ମଧ୍ୟକୁ ଆସୁଥିବା ଲୋକମାନେ ଏହି ରାସ୍ତାରେ ଯାତାୟତ କରିବାରେ ଅନେକ ସମୟରେ ଅସୁବିଧା ହେଉଛି ।ମଦ୍ୟପ ମାନଙ୍କର ଉପଦ୍ରବ ବଢୁଥିବା ବେଳେ ରାସ୍ତାରେ ଯାଉଥିବା ଉପରେ କାହାରି ନଜର ପଡୁନଥିବା କାରଣରୁ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ ।ଏଠାରୁ ଅନ୍ୟତ୍ର ଉଠାଇ ନେବାକୁ କରିଛନ୍ତି ଦାବି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

masiha

ପାଚିକା ଓ ସହାୟିକାଙ୍କ ଗଣଧାରଣା 

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!