ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଓକିଲ ସଂଘ ନିର୍ବାଚନ: ଅଜିତ୍ ସଭାପତି, ଛବିଳରାମ ଉପ-ସଭାପତି, ନାରାୟଣ ସମ୍ପାଦକ ନିର୍ବାଚିତ

ଆସିକା ଓକିଲ ସଂଘ ନିର୍ବାଚନ: ଅଜିତ୍ ସଭାପତି, ଛବିଳରାମ ଉପ-ସଭାପତି, ନାରାୟଣ ସମ୍ପାଦକ ନିର୍ବାଚିତ

ଆସିକା,୨୯/୩/୨୫ ଏନ୍‌ଏନ୍‌ଏସ୍ : ଆସିକା ଓକିଲ ସଂଘର ୨୦୨୫-୨୬ ବର୍ଷ ପାଇଁ ନୂତନ କର୍ମକର୍ଗାଙ୍କ ନାମ ଶନିବାର ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳିଚରଣ ଦାଶ ଓ ସହଯୋଗୀ ନିର୍ବାଚନ ଅଧ‌ିକାରୀ ଜୟଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଆସିକା ଓକିଲ ସଂଘର ସଭାପତି ରୂପେ ବରଷ୍ଠ ଆଇନଜୀବୀ ଅଜିର୍ କୁମାର ଚୌଧୁରୀ, ଉପସଭାପତି ରୂପେ ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ସଂପାଦକ ରୂପେ ବରିଷ୍ଠ ଆଇନଜୀବୀ ନାରାୟଣ ପୁନି, ଯୁଗ୍ମସମ୍ପାଦକ ରୂପେ ଯୁବ ଆଇନଜୀବୀ ମାନସପୂର୍ଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରୂପେ ଯୁବ ଆଇନଜୀବୀ ରାଘବ ତୁମର ନାହାକ, ଲାଭରେଗୀ ସମ୍ପାଦକ ରୂପେ ସୁବ ଆଇନଜୀବୀ ସନ୍ତୋଷ କୁମାର ମିଶ୍ର ନିର୍ବାଚିତ ହୋଇଥିବା ଜଣାପଡିଛି। ଆସିକା ଓ କୈଳସଂଘର ନୂତନ କର୍ମକର୍ଗାଙ୍କ ନାମ ଆଜି ଘୋଷଣା ହେବା ପରେ ବିଳମ୍ବୀ ପ୍ରାର୍ଥୀଙ୍କୁ ପୁଷ୍କମାନ୍ୟ ଓ ପୂଳବୋତା ଦେଇ ସମର୍ଥକ ଓ ଶୁଭେଛୁମାନେ ଅଭିନନ୍ଦନ ଜ୍ଞାପନ କରିଥିଲେ। ଆସିକା ଓକିଲ ସଂଘର ନବନିର୍ବାଚିତ କାର୍ଯ୍ୟକର୍ରଙ୍କୁ ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ସୁରେନ୍ଦ୍ରନାଥ ପଣ୍ଡା, ପି. ଶିବଶଙ୍କର ପାତ୍ର, ଇ. ଅନନ୍ତ ଶୟନିମ୍, ପ୍ରସନ୍ନ କୁମାର ବିଷୋୟୀ, ବିଦେଶୀ ନାହାକ, ପ୍ରରାତ କୁମାର ପାଢୀ, ସରୋଜ କୁମାର ତ୍ରିପାଠୀ, ମହେନ୍ଦ୍ର କୁମାର ସ୍ୱଇଁ, ଶରତେକୁ ପଣ୍ଡା, ସନ୍ତୋଷ କୁମର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ନାରାୟଣ ବେହେରା, ସୁଧାଂଶୁ କୁମାର ପାଣିଗ୍ରାହୀ, ମହେଶ୍ଵର ବେହେରା, ଶରତ ପଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ସିମଞ୍ଚଳ ମନ୍ଦିରଣ, ପି.ଚନ୍ଦ୍ରଶେଖର ପତ୍ର, ଚିତ୍ତରଞ୍ଜନ ଦାସ, କାଳୀଚରଣ ଦାସ, ଜୟଚନ୍ଦ୍ର ନାୟକ, ଜି. ସୂର୍ଯ୍ୟପ୍ରକାଶ ରାଓ, ସନ୍ତୋଷ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ଅଜିତ କୁମାର ନାୟକ, ରାଜେନ୍ଦ୍ର ପାତ୍ର, ପିମାଂଶୁ ଶେଖର ପରିଡା, ହର୍ଷରଞ୍ଜନ ପାଢୀ, ଟିନା ରେଡି, ତନ୍ମୟ ଚୌଧୁରୀ, ଅଜିତ ପଟ୍ଟନାୟକ, ଭି. ଖୋଖନ୍ ରାଓ, ଲଳିତ ମୋହନ ଦାଶ, ଗୁଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଚର୍ବି, ସଂଜୟ କୁମାର ପାତ୍ର, ଅରୁଣ ପଣ୍ଡ, ହାରିବାନାଥ ପରିତାଙ୍କ ସମେତ ବହୁ ଆଇନଜୀବୀ ଅଭିନନ୍ଦନ ଜଣାଇଛନ୍ତି | ଆଗାମୀ ଏକବର୍ଷ ପାଇଁ ସଂଘର ନବ ନିର୍ବାଚିତ କର୍ମକର୍ଲା ଏହି ସଫଳତାର ଶ୍ରେୟ ଓକିଲ ସଂଘର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି। ସଂଘର ନବନିର୍ବାଚିତ ସଭାପତି ଅଜିର୍ କୁମାର ଚୌଧୁରୀ କହିଛରି ଯେ ସମସ୍ତଙ୍କ ସହ‌ଯୋଗରେ ଆସିକାକୁ ରାଜସ୍ବ ଉପଖଣ୍ଡର ମାନ୍ୟତା ପ୍ରଦାନ, ବୈଷୟିକ ଶିକ୍ଷାର ବିକାଶ ଲାଗି ଆସିକାରେ ସରକାରୀ ଆଇଟିଆଇ ସ୍ଥାପନ, ଆସିକାକୁ ଋଷିକୂଲ୍ୟା ଜିଲ୍ଲାର ମାନ୍ୟତା ପ୍ରଦାନ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଘଶିଭୂମୀକୁ ସୁକ ଜଗିବା ସହ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ, ଆସିକା ସଂସଦୀୟ କ୍ଷେତ୍ର ମଧ୍ୟରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ, ଆସିକାର ବିଭିନ୍ନ କଲେଜରେ ଖାମି ପଢିଥ‌ିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ଆସନ୍ତା ୪ ତାରିଖ ଦିନ ଅସିକା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ଗାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧୁକାରୀ ଜାଳୀ ଚରଣ ଦାସ ଓ ସହଯୋଗୀ ନିର୍ବାଚନ ଅଧୁକାରୀ ଜୟଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଆସିକା ଓକୈଲ ସଂଘର ସଭାପତି ରୂପେ ବରିଷ୍ଠ ଆଇନଜୀବା ଅଜିତ୍ର କୁମାର ଚୌଧୁରୀ, ଉପସଭାପତି ରୂପେ ଛବିଳନାମ ମିଶ୍ର, ସଂପଦକ ରୂପେ ନାରାୟଣ ମୁନି, ଯୁଗ୍ମ ସଂପାଦକ ରୂପେ ମାନସପୂର୍ଣ୍ଣ ଆଟାର୍ଯ୍ୟ, କୋଷାଧ୍ୟକ୍ଷ ରୂପେ ଯୁବ ଅରନଜୀବୀ ରାଘବ କୁମର ନାହାକ, ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର ପୂର୍ବରୁ ଅପ୍ରତିଦ୍ୱନ୍ଦି ଥିଲା ବେଳେ ଆଜି ସେମାନଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚିତ ଘୋଷଣା କରାଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର 

masiha

ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲାସ୍ତରୀୟ ଜନ ଔଷଧି ଦିବସ ପାଳିତ

masiha

ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!