ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

ନୁଆପଡା ଜିଲ୍ଲା ଖଡିଆଳଵସ୍ଥିତ ସିଭିଲ୍ କୋର୍ଟ ଏବଂ କ୍ରିମିନାଲ୍ ର ମିଲିତ ରେ କାେର୍ଟ ପରିସର ରେ ୨୦୨୩ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଳତ ଶନିବାର ଅନୁଷ୍ଠିତ ହୋଇଯାଇଛି । ସିନିଅର ଡିଭିଜନ ର ଜର୍ଜ ସୁଶ୍ରୀ ଚିନ୍ମୟୀ ଜେନା କଂ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଲୋକ ଅଦାଳତରେ ଜର୍ଜ ସୁଶ୍ରୀ ରିତୀ ତ୍ରିପାଠୀ କଂ ସମେତ ଭାରତୀୟ ଷ୍ଠେଟବ୍ୟାକଂ, ଉତ୍କଳ ଗ୍ରାମ୍ୟ ବ୍ୟାକଂ ଏବଂ ବ୍ୟାକଂ ଅଫ ଇଣ୍ଡିଆ ସମୂହ ବ୍ୟାକଂ ଅଧିକାରୀଗଣ ଉପସ୍ଥିତ ରହି ସିଭିଲ୍ ଜର୍ଜ ସିନିୟର ଡିଭିଜନ ର ୨୪ ଗୋଟି କେସ୍ ଏବଂ ଖଡିଆଳ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଳତ ଏବଂ ଜୁନିଅର ସିଭିଲ ଡିଭିଜନ୍ ଅଦାଳତ୍ ର ୪୯ ଗୋଟି ମାମଲା ଫଇସଲା ହୋଇଥିଲା । ଏବଂ ବକେୟା ରୁଣ ଏବଂ ଜରିମାନା ବାଦଦ କୁ ୪ ଲକ୍ଷ ୨୮ ହଜାର ୬୫୫ ଟକାଂ ଆଦାୟ ହୋଇଥିଲା । ଉକ୍ତ ଲୋକଅଦାଳତ କୁ ଆୟୋଜନ କରିବାରେ ସରକାରୀ ଓକିଲ ନରେନ୍ଦ୍ର ମେହେର, ବାଚାଂନିଧି ବେହେରା ଏବଂ ବ୍ୟାକଂ ଓକିଲ ବିରଜା ସିଂ ଦଳପତି ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷକ ସଙ୍ଘ ନିର୍ବାଚନ ଅନୁଷ୍ଠିତ 

Sunil Chandra Nayak

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!