ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

ଗୋଳାମୁଣ୍ଡା ତା ୧୧.୨ (ସମିସ) ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ନୂତନ ଚ୍ୟାମ୍ବର ମାତ୍ର ଏକ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ଟଙ୍କା ହଡପ କରିଛନ୍ତି ବୋଲି କେତେକ ଡିଜିଟାଲ ମିଡିଆ ରେ  ପ୍ରକାଶ ପାଇଥିଲା , ଏହି ଖବର କାଗଜ ର ପ୍ରତିନିଧି ମାନେ ଆମକୁ ଠିକା ଦିଅନ୍ତୁ ନ ହେଲେ ଖର୍ଚ ବାର୍ଚା ଦିଅନ୍ତୁ ବୋଲି ମାଗିଲେ ଓ ନ ଦେବାରୁ ଭିତ୍ତିହୀନ ଖବର ପ୍ରକାଶ କରିଛନ୍ତି ବୋଲି ଅଧ୍ୟକ୍ଷ ମତାମତ ଦେଇଛନ୍ତି, ୧୦ ଲକ୍ଷରେ ନୂତନ ଟାଇଲ, ଏକ ନୂତନ ଶୌଚାଳୟ, ଏସି, ପିୟୁପି ଓ ପୁଟି, ବସିବା ପାଇଁ ଚ୍ୟାୟାର ଓ ଦସ୍ତଖତ ଡେସ୍କ ଫର୍ଣ୍ଣିଚର ରେ ନିର୍ମାଣ , ବିିଦ୍ୟୁତି କରଣ ଓ ନୂତନ କବାଟ ଝରକା ନିର୍ମାଣ ହେଇଛି, ବିନା ସଠିକ୍ ତଥ୍ୟ ନ ଥାଇ ଏମିତି ଭିତ୍ତିହୀନ ଖବର ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ ବୋଲି ଅଧ୍ୟକ୍ଷ ପ୍ରକାଶ କରିବା ସହ ରାଜନୈତିକ ରେ ମୋ ସହିତ ପରାଜୟ ଲାଭ କରିଥିବା କିଛି ବ୍ୟକ୍ତି ବିଶେଷ କୂଟ ଚକ୍ରାନ୍ତ ଚଳେଇଛନ୍ତି ଓ ସେ ସବୁ କୂଟ ଛନ୍ଦ ଯେତେ ଯୋଜନା କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି କହିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

masiha

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

Sunil Chandra Nayak

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!