ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକେଶ୍ୱର୍ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ

କାର୍ତ୍ତିକେଶ୍ୱର୍ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ

ଢେଙ୍କାନାଳ : ଆନନ୍ଦ ବଜାର କାର୍ତ୍ତିକେଶ୍ୱର୍ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ ଧୁମ୍ ଧାମରେ ପାଳନ ହୋଇଛି। ଏହି ଭଷାଣୀ ଉତ୍ସବ ରେ କମିଟି ର ସମସ୍ତ ସଦସ୍ୟଙ୍କ ଗହଣରେ ବ୍ୟାଣ୍ଡ ପାର୍ଟି ସହ ସହର ପରିକ୍ରମା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନର୍ଲା ରେ ନୂତନ ବିଡିଓ ଯୋଗଦାନ 

masiha

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

Sunil Chandra Nayak

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

Leave a Comment

error: Content is protected !!