ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ସମ୍ବିଧାନ ଦିବସ ପାଳିତ

୭୫ତମ ସମ୍ବିଧାନ ଦିବସ ପାଳିତ

 ମୟୂରଭଞ୍ଜ – : ୨୬.୧୧. ( ମସିହା) ଅଖିଳ ଭାରତୀୟ ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ସେଓ୍ଵାସ୍ତମ୍ବ ମୟୁରଭଞ୍ଜ ରାଇରଙ୍ଗପୁ୍ର ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ଆବାହକତ୍ଵରେ “୭୫ତମ ସମ୍ବିଧାନ ଦିବସ” ପ୍ରାଥମିକ ଶିକ୍ଷକ ସଂଘ ଗୃହରେ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଏହି ଦିବସ ପାଳନର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସମ୍ପାଦକ ମୋଚିରାମ ମାଝୀ ଏହି ପବିତ୍ର ଦିବସର ଗୁରୁତ୍ଵକୁ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ବାଜଲ ମୁର୍ମୁ ଏହି ଦିବସର ସାମ୍ବିଧାନିକ ଦିଗପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ବରିଷ୍ଠ ଉପସଭାପତି ରବୀନ୍ଦ୍ର କୁମାର ମୁଖି ଏହି ଦିବସର ସାମାଜିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଉପସଭାପତି ଡ.ରମେଶ ଚନ୍ଦ୍ର ମାର୍ଣ୍ଣି, ହେମ ମାଝୀ, ସନ୍ତୋଷୀ ରାମ, ଦୀନବନ୍ଧୁ ଗିରି, ମୋତ୍ତାର ହୁସେନ , ମୀନକେତନ ସେଠୀ, ରାଜେଶ ରାମ, ମନୋରଂଜନ ହାଁସଦାଃ ଓ ଛାତ୍ର ସଂଗଠନର ଜୌବାଦ ହୁସେନ, ରାଜଶ୍ରୀ ରାମ, ରାଜ ଦାସ, ସୋହନ କାରୁଆ, ପ୍ରିୟଙ୍କା ହେମ୍ବ୍ରମ, ଉଦୟନାଥ ମୁର୍ମୁ, ଅବିନାଶ ମହାନ୍ତ, ସୁନୀଲ, ଓମ୍, ଶାମିଲା ବେହେରା, ବିଶାଲ ବେହେରା, ପ୍ରେମାନନ୍ଦ ବେହେରା ପ୍ରମୁଖ ନିଜନିଜ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଉପସଭାପତି ଗୋପାଳକୃଷ୍ଣ ମହାନ୍ତି ନିଜ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

masiha

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

masiha

Leave a Comment

error: Content is protected !!