ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

ଟେମରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

କୋକସରା,୧୦/୯ // କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମରେ ଦିର୍ଘ ବର୍ଷରୁ ସାର୍ବଜନୀନ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ପୂଜା ପାଇଁ ରବିବାର ଟେମରା ଗ୍ରାମ ବଜାର ପଡ଼ିଆ ପିଣ୍ଡିରେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ସଭାପତିତ୍ୱରେ ଦୁର୍ଗା ପୂଜା କମିଟି ପାଇଁ ନୂତନ କର୍ମକର୍ତ୍ତା ଚୟନ ଚୂଡାନ୍ତ ହୋଇଛି। ଉପସ୍ଥିତ ଗ୍ରାମବାସୀଙ୍କ ସର୍ଵ ସମ୍ମତି କ୍ରମେ ପୂଜା କମିଟିର ସଭାପତି ଭାବେ ରାଜେନ୍ଦ୍ର ନାଏକ, ଉପ ସଭାପତି ଦୁଷ୍ମନ୍ତ କୁମାର ପାତ୍ର, ସାଧାରଣ ସମ୍ପାଦକ ଭାବେ ହେମନ୍ତ କୁମାର ବାଣୁଆ, ସହ ସମ୍ପାଦକ ବୃନ୍ଦାବନ ସତନାମୀ, କୋଷାଧ୍ୟକ୍ଷ ସୁଭାଷ ପାତ୍ର, ଉପଦେଷ୍ଟା କମିଟି ସଦସ୍ୟ ଭାବେ ଚକାଡୋଳା ପାତ୍ର, ସରପଞ୍ଚ କ୍ଷିତିରାମ ପାତ୍ର, ସୁଧୀର କୁମାର ପାତ୍ର, ପ୍ରସନ୍ନ ଦଳପତି, ଚିତ୍ର ମାଝୀ, ଜଇମନ ଲୋକନାଥ ପାତ୍ର, ମିନିକେତନ ସାହୁ, ଯତୀନ ମାଝୀ ମନୋନୀତ ହୋଇଥିଲେ । ଏହି ବୈଠକରେ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Sunil Chandra Nayak

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

Sunil Chandra Nayak

Leave a Comment

error: Content is protected !!