ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଆଜି ସଞ୍ଜୟ କଲୋନୀ ଠାରେ ଶୀତ ବସ୍ତ୍ର ନୂତନ ପୋଷାକ ବଣ୍ଟନ କରାଗଲା।ପ୍ରାୟ 120 ଲୋକଙ୍କୁ କମ୍ବଳ ଓ ପୋଷାକ ବଣ୍ଟନ କରାଗଲା।ପ୍ରତି ବର୍ଷ ଶୀତ ଦିନରେ ସଞ୍ଜୟ କଲୋନୀ ଓ ଢେ଼ଙ୍କାନାଳର ଆଉ 3 ଟି ବସ୍ତିରେ କମ୍ବଳ ବଣ୍ଟନ କରାଯାଏ।ଏଥିରେ ବୃଦ୍ଧ ବୃଦ୍ଧା ଓ ଛୋଟ ପିଲାଙ୍କୁ ନୂତନ କମ୍ବଳ ଓ ପୋଷାକ ବଣ୍ଟନ କରାଗଲା।ସଂଘର କାର୍ଯ୍ୟକର୍ତ୍ତା ସୋମ୍ୟଶ୍ରୀ ମିଶ୍ର ଉପସ୍ଥିତ ଥାଇ ବଣ୍ଟନ କାର୍ଯ୍ୟ ହୋଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ 

masiha

Leave a Comment

error: Content is protected !!