ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୋକ୍ଷଦା ଏକାଦଶୀ ନୀତି ପାଳିତ

ମୋକ୍ଷଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ମାର୍ଗଶୀର ମାସର ମୋକ୍ଷଦା ଏକାଦଶୀ ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ଏକାଦଶୀ ବେଢ଼ା ମହାଦୀପ ଉଠିବ ମନ୍ଦିର ଉପରକୁ। ପୂଜକ ଶିବତ୍ସ ମିଶ୍ର , ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ଏହି ମୋକ୍ଷଦା ଏକାଦଶୀ ନୀତି ପାଳିତ ହୋଇଯାଇଛି। ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ମାର୍ଗଶୀର ମାସର ମୋକ୍ଷଦା ଏକାଦଶୀ ର ସନ୍ଧ୍ୟା ଆଳତୀ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ରେଲୱେ ପକ୍ଷ ରୁ ୯୦ତମ କାଳୀ ପୂଜା ପାଳିତ

masiha

Leave a Comment

error: Content is protected !!