ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ସତ୍ୟ ଶାଇ ଙ୍କ ଶହେ ତମ ଜନ୍ମତିଥି ବାର୍ଷିକ ଉତ୍ସବ ଉପଲକ୍ଷେ ସାଇଙ୍କ ଦିବ୍ୟ ପାଦୁକା କୁ ନେଇ ଗ୍ରାମ ପରିକ୍ରମା 

ଶ୍ରୀ ସତ୍ୟ ଶାଇ ଙ୍କ ଶହେ ତମ ଜନ୍ମତିଥି ବାର୍ଷିକ ଉତ୍ସବ ଉପଲକ୍ଷେ ସାଇଙ୍କ ଦିବ୍ୟ ପାଦୁକା କୁ ନେଇ ଗ୍ରାମ ପରିକ୍ରମା 

ଢେଙ୍କାନାଳ :ଶ୍ରୀ ସତ୍ୟ ଶାଇ ଙ୍କ ଶହେ ତମ ଜନ୍ମତିଥି ବାର୍ଷିକ ଉତ୍ସବ ଉପଲକ୍ଷେ ସତ୍ୟ ସାଇଙ୍କ ଦିବ୍ୟ ପାଦୁକା ପ୍ରଶାନ୍ତି ରୁ ଆସି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହ ସାଇଙ୍କ ଦିବ୍ୟ ପାଦୁକା ଭକ୍ତ ମାନେ ଆଶ୍ରିବାଦ ଲାଭ କରୁଛନ୍ତି। ସମିତିର ଆବାହକ ବିଶ୍ୱଜିତ ନାୟକ ଙ୍କ ତତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନେକ ସାଇ ଭକ୍ତ ଏହି ପାଦୁକା ପରିକ୍ରମା ଯୋଗ ଦେଇଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!