ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ଭୂମିକମ୍ପ ହୋଇଥିବା ଜଣାପଡିଛି। ଭୂମିକମ୍ପ ରେ କାହାର କ୍ଷୟ କ୍ଷତି ହୋଇଥିବା ଜଣାପଡି ନାହିଁ। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, କୋକସରା, ଜୟପାଟଣା ଅଞ୍ଚଳରେ ଭୂମିକମ୍ପ ହୋଇଥିବା ଖବର ନେବାରୁ ପ୍ରକାଶ ପାଇଛି। ଏହି ଭୂମିକମ୍ପର କମ୍ପନ ହୋଇଥିବା ଗୋଲାମୁଣ୍ଡାର ବୃନ୍ଦାବାହାଲ ଅଞ୍ଚଳରେ ଲୋକମାନେ ମଧ୍ୟ ଅନୁଭବ କରିଥିବା ଜଣାଯାଏ।ତେବେ କେଉଁ ଜାଗାରେ କେତେ କ୍ଷୟ କ୍ଷତି ହୋଇଛି ଓ ସାଧାରଣ ଲୋକଙ୍କ କ୍ଷତି ହୋଇଛି କି ନାହିଁ ତାହା ସୂଚନା ଖବର ଜଣାପଡ଼ି ନାହିଁ। 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ପୁରୁଷ ଓ ମହିଳା ସ୍ଵସ୍ଥ୍ଯ କର୍ମୀ ଙ୍କ  ଦ୍ଵାରା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମାଧ୍ୟମ ରେ ଜିଲ୍ଲାପାଳ,ସ୍ବାସ୍ଥ୍ୟ ସଚିବଙ୍କୁ  ଦାବୀ ପତ୍ର ପ୍ରଦାନ           

masiha

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

masiha

Leave a Comment

error: Content is protected !!