ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ଭୂମିକମ୍ପ ହୋଇଥିବା ଜଣାପଡିଛି। ଭୂମିକମ୍ପ ରେ କାହାର କ୍ଷୟ କ୍ଷତି ହୋଇଥିବା ଜଣାପଡି ନାହିଁ। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, କୋକସରା, ଜୟପାଟଣା ଅଞ୍ଚଳରେ ଭୂମିକମ୍ପ ହୋଇଥିବା ଖବର ନେବାରୁ ପ୍ରକାଶ ପାଇଛି। ଏହି ଭୂମିକମ୍ପର କମ୍ପନ ହୋଇଥିବା ଗୋଲାମୁଣ୍ଡାର ବୃନ୍ଦାବାହାଲ ଅଞ୍ଚଳରେ ଲୋକମାନେ ମଧ୍ୟ ଅନୁଭବ କରିଥିବା ଜଣାଯାଏ।ତେବେ କେଉଁ ଜାଗାରେ କେତେ କ୍ଷୟ କ୍ଷତି ହୋଇଛି ଓ ସାଧାରଣ ଲୋକଙ୍କ କ୍ଷତି ହୋଇଛି କି ନାହିଁ ତାହା ସୂଚନା ଖବର ଜଣାପଡ଼ି ନାହିଁ। 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

ଅପରାହ୍ନ ପେପର ପକ୍ଷରୁ ବନ୍ଧୁ ମିଳନ, ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!