ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ବିଜୁ କଲ୍ୟାଣ ମଣ୍ଡପ ଠାରେ OTN TV ର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଯାଇଛି। ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲା OTN ଟିଭିର ସ୍ଵତନ୍ତ୍ର ପ୍ରତିନିଧି ମୁରଲୀ ତାଣ୍ଡି OTN TV ର ପ୍ରତିଷ୍ଠାତା ସମ୍ପାଦକ ସତ୍ୟରଞ୍ଜନ ଦାସ ଙ୍କ ନେତୃତ ରେ ଅନେକ ବର୍ଗର ସାମ୍ୱାଦିକ, ସମ୍ମାନିତ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରୁ ହିମାଂଶୁ ଭୋଇ ସମ୍ମାନିତ ହୋଇଛନ୍ତି । ଜନକଲ୍ୟନ ସାମ୍ୱାଦିକ ରାମ କୁମାର ସେନାପତି OTN TV ର ପ୍ରତିଷ୍ଠାତା ସତ୍ୟରଞ୍ଜନ ଦାସ ସମ୍ମାନ କରିଥିଲେ।

ହିମାଂଶୁ ଭୋଇ ଙ୍କ ରିପୋର୍ଟ୍ 

Related posts

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Sunil Chandra Nayak

ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟିର ସାଧାରଣସଭା ଅନୁଷ୍ଠିତ 

Leave a Comment

error: Content is protected !!