ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଡ଼ିସେମ୍ବର ମାସ ୨୫ ତାରିକ ରୁ ଡ଼ିସେମ୍ବର ୨୮ ତାରିକ ପର୍ଯ୍ୟନ୍ତ ଶ୍ରୀଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳ ପରିସର ରେ ଜିଜ୍ଞାସା କର୍ମଶାଳା ବହୁତ ଆଡମ୍ବର ଭାବେ ଅନୁଷ୍ଠିତ ହେବାକୁ ଯାଉଛି।

ଉକ୍ତ ସମାରୋହ ରେ ଅନୁଷ୍ଠାନ ର ପୁରାତନ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟ ରେ ଆଧ୍ୟାନରତ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଯୋଗ ଦାନ କରି ଏହାକୁ ଅତ୍ୟନ୍ତ ମନୋରମ କରିବାରେ ସଫଳ ହେଉଛନ୍ତି ।

ଏହି କର୍ମଶାଳା ରେ ଜଣା ଅଜଣା ସେମିନାର,ବୃକ୍ଷରୋପଣ ସେମିନାର,ବୃକ୍ଷରୋପଣ ,ପାଠଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

masiha

ଭାଲୁଲତା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ପୋଷଣ ପକ୍ଷ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!