ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି ଏସ ଫାଉଣ୍ଡେସନ ର 2ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡି ଏସ ଫାଉଣ୍ଡେସନ ର 2ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

କେନ୍ଦ୍ରାପଡ଼ା : ଦେଶ ସେବା ଫାଉଣ୍ଡେସନ ର ଦ୍ୱିତୀୟ ବାର୍ଷିକ ଉତ୍ସବ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି! ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାମ୍ବିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଦେଶ ସେବା ଫାଉଣ୍ଡେସନ ର ଦ୍ୱିତୀୟ ବାର୍ଷିକ ଉତ୍ସବ ବହୁତ ଆଡମ୍ବର ସହ ଅନୁଷ୍ଠିତ ହୋଇ ଥିବା ବେଳେ। ଓଡ଼ିଶାର ଅନେକ ସମାଜ ସେବୀ ସଙ୍ଗଠନ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯିବା ସହିତ। ଗ୍ରାମାଞ୍ଚଳ ରେ କୁନି କଳା କାର ମାନକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମଞ୍ଚାସିନ ଅତିଥି ମାନଙ୍କ ହାତରେ ସମ୍ବର୍ଦ୍ଧନା କରାଯାଇଥିଲା। ଯାହାକି ଆଜିର ସେବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦମନ ମହାନ୍ତି ଏବଂ ସମ୍ମାନୀତ ଅତିଥି ମନୀଷା ପଣ୍ଡା ମୁଖ୍ୟ ବକ୍ତା ଦେବାଶିଷ ବେହୁରା ସମ୍ମାନିତ ଅତିଥି ଡକ୍ଟର ଅଶ୍ୱନି କୁମାର ଲେଙ୍କା ସଭାପତି ଅଶ୍ଵନି ମହାନ୍ତି ଶିକ୍ଷକ ପ୍ରଦୀପ୍ତ କୁମାର ଶତପଥି ଏବଂ ଦେଶ ସେବା ଫାଉଣ୍ଡେସନ ପରିବାର ର ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ ସଭାପତି ମାନସ କୁମାର ମଲ୍ଲିକ ଉପ ସଭାପତି ମଳୟ ରଞ୍ଜନ ମନ୍ଥନ ଉପ ଦେଷ୍ଟା ସୁରେନ୍ଦ୍ର ନାଥ ବାରିକ୍ ଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ବନ୍ଧୁ ଏବଂ ସମସ୍ତ ସମ୍ମାନୀତ ଅତିଥି ମାନେ ଯୋଗଦାନ୍ କରି ଥିବା ସହିତ ଅନେକ ଜ୍ଞାନୀ ଗୁଣି ବ୍ୟକ୍ତି ଉପସ୍ଥିତ ରହି ରକାର୍ଯ୍ୟକ୍ରମକୁ ସମ୍ମାନ ଜଣାଇ ଥିଲେ। ଏବଂ ଦେଶ ସେବା ଫାଉଣ୍ଡେସନ ପରିବାରସମସ୍ତ ଯୁବ କର୍ମୀ ଦ୍ଵିତୀୟ ବାର୍ଷିକ୍ ଉତ୍ସବ କାଜ୍ୟକର୍ମ ସୁନ୍ଦର୍ ଭାବରେ ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

Leave a Comment

error: Content is protected !!